ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ
ପାରାଦୀପ: ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ପାରାଦୀପ ମହାନଦୀ ମୁହାଣଣେ ଗୋଟିଏ ବୋଟ୍କୁ ଉଦ୍ଧାର କରିବାକୁ ଯିବା ବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ତେବେ ଅଚଳ ବୋଟ୍କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଯିବା କାରଣରୁ ଛିଣ୍ଡା ଦଉଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍…