Latest Odisha News

BREAKING NEWS

Yearly Archives

2024

ଆସୁଛନ୍ତି ମା’, ଶକ୍ତିପୀଠରେ ଧୁମଧାମରେ ପାଳନ ହେଉଛି ଷୋଡଶ ଉପଚାର ବିଧି

ଯାଜପୁର: ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା ଦୁର୍ଗା । ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ତେବେ ଏହି ଅବସରରେ ରାଜ୍ୟର…

ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା

ଭଦ୍ରକ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା । ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ । ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏନେଇ…

ତିରୁପତି ମନ୍ଦିର ପରେ ଶ୍ରୀମନ୍ଦିର ପ୍ରସାଦକୁ ନେଇ ଉଠିଲା ପ୍ରଶ୍ନ, ମାନ ଯାଞ୍ଚ ପାଇଁ ନିଯୁକ୍ତ ହେବେ ଫୁଡ୍‌ ଅଫିସର

ପୁରୀ: ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ ଫୁଡ୍‌ ଅଫିସର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀମନ୍ଦିରରେ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବା ସହ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ଯାଞ୍ଚ କରିବେ ଏହି ଅଫିସର ମାନେ ।…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କରେ ବିଜେପି ସାଂସଦ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା…

ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ବୁଧବାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କରିଛି । ସେ କେଉଁଠାରେ ରହୁଛନ୍ତି ତାହା ଜଣାଇବା ପାଇଁ ନାଡା ଏହି ନୋଟିସ ପ୍ରଦାନ କରିଛି । ୧୪ ଦିନ ମଧ୍ୟରେ ଭିନେଶଙ୍କୁ ଏ ସମ୍ପର୍କରେ ତଥ୍ୟ ଦେବା ପାଇଁ କୁହାଯାଇଛି । ଡୋପ ଟେଷ୍ଟ ପାଇଁ…

ତିରୁପତି ପ୍ରସାଦ ବିବାଦ ମଧ୍ୟରେ ୪ ଦିନରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନି। ଏହାରି ମଧ୍ୟରେ କିନ୍ତୁ ପ୍ରସାଦ ବିକ୍ରି ହେବା କମିନାହିଁ। ପ୍ରାୟ ୪ ଦିନ ମଧ୍ଯରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ। ଖବର ଅନୁଯାୟୀ ଦୈନିକ ୬୦,୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରୁଥିବା…

୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ

ବଣାଇ: ୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ । ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲ ଛାତରୁ କବ୍‌ଜାକାରୀ ଯୁବକକୁ ଧରିଲା ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ । ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ଯୁବକକୁ ଧରିଲେ ସୁରକ୍ଷା କର୍ମୀ । କବ୍‌ଜାକାରୀ ଯୁବକକୁ ଧରି ମହୁଲପାଲି ଥାନା…

ଆସନ୍ତା ୧ରେ ଲଞ୍ଚ ହେବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍

ଭୁବନେଶ୍ବର: ଭାରତୀୟ ରେଳବାଇ ଅକ୍ଟୋବର ୧ରେ ଦିଲ୍ଲୀରୁ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ଲଞ୍ଚ କରିବ । ଏସି-I, ଏସି-II ଏବଂ ଏସି-III ଶ୍ରେଣୀ ସହିତ ଗାର୍ଭି ଗୁଜୁରାଟ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ସମୁଦାୟ ୧୫୦ ପର୍ଯ୍ୟଟକଙ୍କୁ ସ୍ଥାନିତ କରିବ । ଅକ୍ଟୋବର…

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୪-୨-୧ ନିୟମ ଅନୁଯାୟୀ ଖେଳାଳିଙ୍କୁ ଦେଉଛି ପୃଷ୍ଟିକର ଆହାର

ସୁରଟ: ଜଣେ କ୍ରୀଡାବିତଙ୍କ ଲାଗି ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ବଦା ଆହାର ବା ପୋଷଣର ଗୁରୁତ୍ଵ ରହି ଆସିଛି । କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ୪-୨-୧ ନିୟମ  ପାଳନ କରୁଛି । ମ୍ୟାଚର ୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ ଆହାର: ମ୍ୟାଚ ଆରମ୍ଭ ହେବାର ୪ ଘଣ୍ଟା…

ପାରାସିଟାମଲ ସହ ୫୩ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍

ନୂଆଦିଲ୍ଲୀ: ପାରାସିଟାମଲ ସମେତ ୫୩ଟି ଔଷଧ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଦେଶର ଡ୍ରଗ୍ସ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ସ କଣ୍ଟ୍ରୋଲ୍…