Latest Odisha News

BREAKING NEWS

Yearly Archives

2024

ଭାରତର ଗ୍ଲୋବାଲ୍ ଲୋକୋମୋଟିଭ୍ ଉତ୍ପାଦନ ଯାତ୍ରାରେ ଅଗ୍ରଗାମୀ ମାରହୋରା ପ୍ଲାଣ୍ଟ

ଭୁବନେଶ୍ଵର: ବିହାରର ମାରହୋରା ପ୍ଲାଣ୍ଟ ଭାରତୀୟ ରେଳବାଇ ପାଇଁ ଲୋକୋମୋଟିଭ୍ ଯୋଗାଣକାରୀ ହୋଇପାରିଛି । ୱାବେଟେକ୍ ଲୋକୋମୋଟିଭ୍ ପ୍ରାଇଭେଟ ଲିମିଟେଡ୍ ହେଉଛି ଭାରତୀୟ ରେଳବାଇ ଏବଂ ୱାବେଟେକ୍ ମଧ୍ୟରେ ମିଳିତ ଉଦ୍ୟମ । ୨୦୧୮ରେ ପ୍ରତିଷ୍ଠିତ ହୋଇଥିବା ମାରୋହୋରା ସୁବିଧା ଆନ୍ତର୍ଜାତୀୟ ସ୍ତରରେ…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କଟକ ମହାନଗର ନିଗମ କମିଶନର ଭାବେ ଅନାମ ଚରଣ ପାତ୍ର ନିଯୁକ୍ତ ହୋଇଛନ୍ତି । ସେହିପରି କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମ ଅତିରିକ୍ତ କମିଶନର । ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ହେଲେ ପ୍ରଦୀପ କୁମାର ରାଉତ ।…

ଡେଟିଂ କରୁଛନ୍ତି କି ମସ୍କ ଓ ମେଲୋନି?

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଏଲୋନ୍ ମସ୍କ ଅନ୍ୟତମ। କେତେବେଳେ ନିଜ ଲାଇଫଷ୍ଟାଇଲକୁ ନେଇ ତ ଆଉ କେତେବେଳେ ନିଜ ବିବାଦୀୟ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି। ଦୁହେଁ ଏକ…

ନଭେମ୍ବର ୧୬ ମୟୂରଭଞ୍ଜରେ ଆଞ୍ଚଳିକ ଛୁଟି, ଜାଣନ୍ତୁ କାରଣ

ଭୁବନେଶ୍ଵର: ନଭେମ୍ବର ୧୬ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଞ୍ଚଳିକ ଛୁଟି ଘୋଷଣା । ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଆଞ୍ଚଳିକ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ । ସୂଚନା ଅନୁସାରେ, ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୬ ତାରିଖ କୁ ମୟୂରଭଞ୍ଜ…

ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅବସର ନେଇଥିଲେ ଏହି ମହାନ ଖେଳାଳି

ମେଲବୋର୍ଣ୍ଣ: ଭାରତର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅଷ୍ଟ୍ରେଲିଆର ଜଣେ ମହାନ ଖେଳାଳି ଏତେ ମାତ୍ରାରେ ଚାପଗ୍ରସ୍ତ ହୋଇଥିଲେ ଯେ, ସେ ଅବସର ଘୋଷଣା କରିଥିଲେ । ଏହି ମହାନ ଖେଳାଳିଜଣଙ୍କ ହେଲେ ଆଡାମ ଗିଲକ୍ରିଷ୍ଟ । ୨୦୦୮ରେ ଭାରତ ବିପକ୍ଷ ଆଡିଲେଡ…

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ତମ୍ବାଖୁମୁକ୍ତ ସମାଜ ଅଭିଯାନ ୨.୦

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ତମ୍ବାଖୁ ନିବାରଣ କେନ୍ଦ୍ର (ଟିସିସି)। ଆଭାସୀ ମାଧ୍ୟମରେ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ତାଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଯାଦବ ମଧ୍ୟ…

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିନ ୧୧ ଟାରେ ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

ଶସ୍ତା ମୂଲ୍ୟରେ ବିକ୍ରି ହେଉଛି କୋଟି କୋଟି ଟଙ୍କାର ସିଟି ବସ୍

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହରରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୨୦ଟି ସିଟି ବସ୍ ଚଳାଚଳ କରୁଛି। କାର୍ଯ୍ୟକ୍ଷମ ନହେବା ପରେ ଏହି ବସ୍ ଗୁଡିକ ସ୍କ୍ରାପ୍ ଭାବରେ ବିକ୍ରି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଓଡିଶା ସରକାର ଏହି ଜିଲ୍ଲା ପାଇଁ ମୋ ବସ୍ ସେବା ଘୋଷଣା କରିଥିଲେ।…

ରଣଜୀ ଖେଳିପାରନ୍ତି କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫି ୨୦୨୪ରେ କେତେକ ମ୍ୟାଚ ଖେଳିପାରନ୍ତି । ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ୨ ଖେଳାଳିଙ୍କ ନାମ ଦିଲ୍ଲୀ ସମ୍ଭାବ୍ୟ ଟିମରେ ରହିଛି । ଡିଡିସିଏ ପକ୍ଷରୁ ଜାରୀ କରାଯାଇଥିବା ସମ୍ଭାବ୍ୟ ୮୪ ଖେଳାଳି…

ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ?

ଭୁବନେଶ୍ବର: ବିଜେପି ନା ବିଜେଡି, କେଉଁଠି ହେବ ବିସ୍ଫୋରଣ? କେଉଁ ଦଳର ନେତା କେଉଁ ଦଳକୁ ଯିବେ? ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ମମତା ମହନ୍ତ ଓ ସୁଜିତ କୁମାର ବିଜେଡି ଛାଡି…