Latest Odisha News

BREAKING NEWS

Yearly Archives

2024

ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ, କ୍ୟାମେରାରେ କଏଦ ଭିଡିଓ

ଲେବାନନ୍: ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ। ୨୦୦୬ ମସିହାରୁ ଇସ୍ରାଏଲର ସବୁଠାରୁ ବଡ ଏୟାର ଷ୍ଟ୍ରାଇକରେ ଲେବାନନ୍ ଧରାଶାୟୀ ହେଉଛି। ଏଥିରେ ପ୍ରାୟ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କ୍ଷେପଣାସ୍ତ୍ର ମାଡ ହେବାରେ…

ଲିଜେଣ୍ଡସ ଲିଗ କ୍ରିକେଟ: ମଣିପାଲ ବିପକ୍ଷରେ ପୂନର୍ବାର ବିଜୟ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଯୋଧପୁରରେ କୋଣାର୍କ ସୂର୍ଯ୍ୟାସ ଓଡିଶାର ତାର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମଣିପାଲ ଟାଇଗର୍ସକୁ ୨ ରନରେ ପରାସ୍ତ କରିଥିଲା । ଇରଫାନ ପଠାନ ନେତୃତ୍ୱାଧୀନ କୋଣାର୍କ ସୂର୍ଯ୍ୟାସ ଓଡିଶା ୨୭ରେ ପୂନର୍ବାର ସୁରଟରେ ମଣିପାଲ ଟାଇଗର୍ସକୁ ଭେଟିବ ।…

୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରର ଗାନ୍ଧୀ ଯାନ୍ତ୍ରିକ ବିଶ୍ୱ ବିଦ୍ୟାଳୟ ନିକଟ ଖର୍ଲିଂଗ ଠାରେ ୫ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଏକ ବୋଲେରୋ ଗୁଣୁପୁରରୁ ଆନ୍ଧ୍ର ଦେଇଯାଉଥିବା ସମୟରେ ପୋଲିସ ସନ୍ଦେହରେ ଅଟକ ରଖି ଗାଡିରୁ ୧୫ଟି ବ୍ୟାଗକୁ ଜବତ କରିବା ସହ ଘଟଣାରେ ଦୁଇ…

ଦ୍ୱିତୀୟ ଟେଷ୍ଟରେ ନୂଆ ରଣନୀତିରେ ଓହ୍ଲାଇବ ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସେପ୍ଟମ୍ବର ୨୭ରୁ କାନପୁରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ନୂଆ ରଣନୀତିରେ ଓହ୍ଲାଇବ । ଗ୍ରୀନପାର୍କ ପିଚରେ ବଲ ଚେନ୍ନାଇ ପରି ବାଉନ୍ସ କରିବ ନାହିଁ । ପରେ ପିଚ କଳାମାଟିର ବ୍ୟବହାର ଯୋଗୁ ଧୀମା…

ଆଜିଠୁ ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ: ଶାରଦୀୟ ପାର୍ବଣରେ ଶ୍ରୀମନ୍ଦିରରେ ବିମଳା ମନ୍ଦିରରେ ଆରମ୍ଭ ହୋଇଛି ସହସ୍ରାକୁମ୍ଭାଭିଷେକ ଓ ଷୋଡଶ ଦିନାତ୍ମକ ପୂଜା । ମୂଳାଷ୍ଟମୀ ଠାରୁ ଏହି ପୂଜା ଆରମ୍ଭ ହୋଇଥିବା ବେଳେ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଚଳିତ ଥର ତିଥିରେ ବ୍ୟତିକ୍ରମକୁ ନଜରରେ ରଖି ୧୬ ଦିନ ବଦଳରେ…

ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ…

ସତରେ ଥିଲା କି ଗୁପ୍ତ ସୁଡଙ୍ଗ….କ’ଣ ଯାଞ୍ଚ କଲା ରାଡର୍? ବଢୁଛି ଉତ୍କଣ୍ଠା

ପୁରୀ: ଶେଷ ହେଲା ଏଏସଆଇ ଦ୍ବାରା ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ପ୍ରକ୍ରିୟା । ଏହି ସର୍ଭେରେ ୩ଟି ଆଣ୍ଟିନା ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସମସ୍ତ ଡାଟା ଜେନେରେଟ କରିଛି ଏନଜିଆରଆଇ ଟିମ୍ । ଏହାର ଚୂଡାନ୍ତି ରିପୋର୍ଟ ଆସିବା ପରେ ସବୁ ଚର୍ଚ୍ଚା ଉପରୁ ପରଦା ହଟିବ । ବାସ୍ତବରେ ଭିତର…

ହାଉସଫୁଲ୍ ୫; ସୁଟିଂ ସେଟର ଫଟୋ ଶେୟାର କଲେ ଚଙ୍କି

ମୁମ୍ବାଇ: ବଡ ପରଦାରେ ଧମାଲ କରିବ ହାଉସଫୁଲ୍ ୫। ଏହାର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି। ଅଭିନେତା ଚଙ୍କି ପାଣ୍ଡେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ହାଉସଫୁଲ୍ ୫'ର ସୁଟିଂ ସେଟରୁ ଫଟୋ ଶେୟାର କରିଛନ୍ତି। ଫ୍ରାନ୍ସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଫଟୋରେ ଡିନୋ ମୋରିଆ, ଚିତ୍ରଙ୍ଗଦା ସିଂ…

ଦୁନିଆରେ ସବୁଠାରୁ ସୁନ୍ଦର ମହିଳା କେଉଁ ଦେଶରେ ରୁହନ୍ତି? କେତେ ନମ୍ବରରେ ଆସେ ଭାରତ

ଦୁନିଆର ଅଲଗା ଅଲଗା ଦେଶରେ ସୌନ୍ଦର୍ଯ୍ୟର ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପ୍ରତ୍ୟେକ ଦେଶର ନିଜର ସ୍ବତନ୍ତ୍ର ପରିଚୟ ଅଛି ଏବଂ ଏହା ଦ୍ୱାରା ସେମାନେ ବେଶ୍‌ ପରିଚିତ। ସମଗ୍ର ବିଶ୍ୱରେ ମହିଳାଙ୍କ ସୌନ୍ଦର୍ଯ୍ୟ ବିଷୟରେ ଅନେକ ଆଲୋଚନା ହେଉଛି, ଲୋକେ ପ୍ରାୟତଃ ଏହି ପ୍ରଶ୍ନ ଗୁଗୁଲରେ…

ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ

ନୂଆଦିଲ୍ଲୀ: ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କରି ଆଲିଆ ଭଟ୍ଟ ପୁଣି ଚର୍ଚ୍ଚାରେ ରହିଛନ୍ତି। ଆଲିଆ ନିକଟରେ L'Oreal ବ୍ରାଣ୍ଡର ଏକ ଅଂଶ ପାଲଟିଛନ୍ତି। ଯାହା ପରେ ସେ ପ୍ରଥମ ଥର ପାଇଁ ଫ୍ୟାଶନ ୱିକରେ ସାମିଲ ହୋଇ ନିଜ ଜଲୱା ଦେଖାଇଛନ୍ତି। ସୋମବାର ଦିନ ଆଲିଆ ଏକ ଷ୍ଟାଇଲିସ୍ ଅନ୍ଦାଜରେ…