ଜଣେ ଆଧାର କାର୍ଡ କେତେଥର ଅପଡେଟ କରି ପାରିବ ?
ପରିଚୟପତ୍ର କଥା ଆସିଲେ ଆମେ ସାଧାରଣତଃ ଆଧାର କାର୍ଡ କଥା ହିଁ ପ୍ରଥମେ ଭାବିଥାଉ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ମୋବାଇଲର ସିମ୍ କିଣିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଧାର କାର୍ଡ ବେଶ୍ କାମରେ ଆସିଥାଏ। ବିଭିନ୍ନ ସେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପ୍ରମାଣ ଭାବରେ କାର୍ଯ୍ୟ…