Latest Odisha News

BREAKING NEWS

Yearly Archives

2024

ଅଭିଷେକଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଐଶ୍ୟର୍ଯ୍ୟଙ୍କ ହାତରେ ଏ କଣ?

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ମାସ ହେବ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ହେଉଥିବା ଖବର ଚର୍ଚ୍ଚାରେ ରହିଛି । କିନ୍ତୁ ଦୁହେଁ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଉଭୟ ଐଶ୍ୱର୍ଯ୍ୟା ଓ ଅଭିଷେକ ନିଜ ସମ୍ପର୍କ…

ପୁଣି ରେଳ ଟ୍ରାକରୁ ମିଳିଲା ୯ଟି ଲୁହା ରଡ୍

ନୂଆଦିଲ୍ଲୀ: ସାରା ଦେଶରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରିବା ପାଇଁ ଷଡଯନ୍ତ୍ର ଚାଲିଛି। କେତେକ ସ୍ଥାନରେ ରେଳ ଟ୍ରାକରେ ବଡ ପଥର ମିଳୁଥିବା ବେଳେ ଆଉ କେତେକ ସ୍ଥାନରେ ସିଲିଣ୍ଡର ଜବତ କରାଯାଇଛି। ଏହାରି ମଧ୍ୟରେ ବଠିଣ୍ଡା ଟ୍ରାକରେ ଲୁହା ରଡ୍ ପଡ଼ିଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରୁ…

ସିସିଟିଭିରେ ଭରତପୁର ସତ !

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଜଟିଳ ରୂପ ନେଉଛି । ଘଟଣା ରାତି ଓ ପରବର୍ତ୍ତୀ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ…

ଭାରତରେ ଧନୀଙ୍କ ଯୋଗୁଁ ବଢିଛି ମହଙ୍ଗା ମଦର ବିକ୍ରି

ନୂଆଦିଲ୍ଲୀ: ଭାରତର ବଢୁଥିବା ଧନୀ ଶ୍ରେଣୀ ଲୋକଙ୍କ ପାଇ ଦାମୀ ମଦ ବିକ୍ରିରେ ଅଭିବୃଦ୍ଧି ଘଟିଛି। ସ୍ୱିଜରଲ୍ୟାଣ୍ଡର ଜଣେ ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସ୍କଚ୍ ହ୍ୱିସ୍କି ଏବଂ ସଫ୍ଟ ୱାଇନ୍ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି, ଯାହା ଆମେରିକା ଏବଂ ଚାଇନାରେ ବ୍ୟବହାର…

ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ବର: ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାଜଧାନୀର ଭରତପୁର ଥାନା । ଆଜି ଥାନାରେ ହୋମ-ଯଜ୍ଞ ସହ ପୂଜାପାଠ କରିଛନ୍ତି ନୂଆ ଆଇଆଇସି ଭାବେ ଯୋଗ ଦେଇଥିବା ଦୀପକ ଖଣ୍ଡାୟତ ରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ନୂଆ…

ଓସ୍କାର ଦୌଡ଼ରେ ‘ଲାପତା ଲେଡିଜ୍‌’

ମୁମ୍ବାଇ: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍‌'। ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଫିଲ୍ମଟି ଜବରଦସ୍ତ ହିଟ୍‌…

ଆସିଛି ପାର୍ବଣ, ହସୁଛି କାଶତଣ୍ଡୀ, ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ଭୁବନେଶ୍ୱର: ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି…

ଜଣେ ବ୍ୟକ୍ତି କେତେ ଦିନ ଫ୍ରିଜ୍ ଭିତରେ ବଞ୍ଚିପାରିବ? କଣ କହୁଛି ବିଜ୍ଞାନ, ଜାଣନ୍ତୁ

ପୃଥିବୀରେ ଏବେ ବି ଅନେକ କିଛି ପ୍ରାକୃକିତ ରହସ୍ୟ ରହିଛି। କିଛି ରହସ୍ୟର ଖୁଲାସା ହେଇଛି ଏବଂ କିଛି ରହସ୍ୟ ଆଜିବି ଅଜଣା। ଏଥିମଧ୍ୟରୁ ଗୋଟିଏ ହେଉଛି ଜନ୍ମ ଏବଂ ମୃତ୍ୟୁ। ଜନ୍ମ ଏବଂ ମୃତ୍ୟୁ ବିଷୟରେ ବୈଜ୍ଞାନିକମାନେ ଅନେକ ଗବେଷଣା କରିଛନ୍ତି। କିନ୍ତୁ କୌଣସି ରିପୋର୍ଟ ସନ୍ତୁଷ୍ଟ କରିବାରେ…

ବିରୂପା ନଦୀକୁ ଡେଇଁ ଛାତ୍ର ନିଖୋଜ

କଟକ: କଟକର ବିରୁପା ନଦୀକୁ ସୋମବାର ଦିନ ଜଣେ ଯୁକ୍ତ ୩ର ଛାତ୍ର ଡେଇଁ ନିଖୋଜ ହୋଇଯାଇଛନ୍ତି। ବ୍ରିଜ ଉପରେ ସାଇକେଲ ଓ ମୋବାଇଲ ଛାଡି ଛାତ୍ର ପ୍ରଦିପ କୁମାର ଦାସ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ତେବେ…

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ହେବ ବିଭାଗୀୟ ତଦନ୍ତ

ଭୁବନେଶ୍ବର: କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ହେବ ବିଭାଗୀୟ ତଦନ୍ତ । ବିଭାଗୀୟ ତଦନ୍ତ କରିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆତ୍ମହତ୍ୟା ଚିଠିରେ ଡିଏଫ୍‌ଓଙ୍କ ନାଁ ଥିବାରୁ ଏନେଇ ଡିପାର୍ଟମେଣ୍ଟାଲ ଇନକ୍ବାରୀ ଜାରି କରିଛି ବନବିଭାଗ । ସିସିଏଫ୍‌ ରାଙ୍କର…