Latest Odisha News

BREAKING NEWS

Yearly Archives

2024

କୁଡୁତୁଲିରେ ଚାଞ୍ଚଲ୍ୟ: ଏଏନଏମଙ୍କୁ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

କନ୍ଧମାଳ: ମହିଳା ଏଏନଏମଙ୍କ କଇଁଚିରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା। କନ୍ଧମାଳ ଜିଲା ବାଲିଗୁଡା କେ.ନୂଆଗାଁ ଥାନା କୁଡୁତୁଲିରେ ଘଟିଛି ଏହି ଅଭାବନୀୟ ଘଟଣା। ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ପୁରୁଷ ବନ୍ଧୁ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱର ଉପକଣ୍ଠ…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ l ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ବିଭାଗ l ଯୁବତୀ, ମେଜର, ପୋଲିସଙ୍କୁ…

ଭରତପୁର ଥାନା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେନା ଅଧିକାରୀ ଓ ବାନ୍ଧବୀ

ଭୁବନେଶ୍ବର: ଭରତପୁର ମାମଲା ଦିନକୁ ଦିନ ତେଜିବାରେ ଲାଗିଛି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା? ପୋଲିସ୍ ସତ କହୁଛନ୍ତି ନା ପୀଡିତା ସତ କହୁଛନ୍ତି? ପୀଡିତା ଗୁରୁତର ଆହତ କିପରି ହେଲେ? ଏମିତି ଅନେକ ପ୍ରଶ୍ନ ଏବେ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି । ଏହାକୁ ନେଇ ଚାରିଆଡୁ ଚାପ…

ସୁନ୍ଦରୀ ରିୟା ସିଙ୍ଘା ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ

ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଲେ ରିୟା ସିଙ୍ଘା l ରାଜସ୍ଥାନର ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି ରିୟା ସିଙ୍ଘା l ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା । ପ୍ରାୟ ୫୧ ଜଣ…

ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି

ଭୁବନେଶ୍ବର: ବନ୍ଦ ଡାକରା ଫେରାଇ ନେଇଛି ବିଜେଡି । ଆସନ୍ତାକାଲି ଆଉ ହରତାଳ କରିବନି ବିଜେଡି । ସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ବିଜେଡି ତାର ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା ପ୍ରତ୍ୟାହାର କରିନେଇଛି । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛି…

ଡଙ୍ଗା ଚଳାଇ ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ

ମାଲକାନଗିରି: କଥା ଦେଇ କଥା ରଖିଲେ ବିଧାୟକ । ନିଜର କଥା ରଖିବାକୁ ଯାଇ ନିର୍ବାଚନ ପରେ ଗଜିଆଗୁଡା ଗାଁକୁ ଗଲେ ଚିତ୍ରକୋଣ୍ଡା ବିଧାୟକ। ଲୋକଙ୍କ କଥା ଶୁଣିବାକୁ ଭରା ନଦୀ ପାର ହୋଇ ମାଲକାନଗିରି ଜିଲ୍ଲା ଗଜିଆ ଗୁଡା ଗାଁରେ ପହଞ୍ଚିଲେ ବିଧାୟକ। ଦେଶୀ ଡଙ୍ଗା ଚଳାଇ ନଦୀ ପାର ହେଲେ। ଅପହଞ୍ଚ…

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ; ସର୍ବାଧିକ ୧୦୦୦ଟି ଅଭିଯୋଗର ହେବ ଶୁଣାଣି

ଭୁବନେଶ୍ୱର: ୬ ସପ୍ତାହ ପରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ସର୍ବାଧିକ ୧୦୦୦ଟି ଅଭିଯୋଗର ହେବ ଶୁଣାଣି।…

ଜଳପ୍ରପାତରେ ଭାସିଯାଇ ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ

ମାଲକାନିଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ମୃତ। ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ସୀମାନ୍ତ…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ୬ ଘଣ୍ଟିଆ ତେନ୍ତୁଳୀଖୁଣ୍ଟି ବନ୍ଦ

ନବରଙ୍ଗପୁର: ଆଜି ୬ ଘଣ୍ଟିଆ ତେନ୍ତୁଳୀଖୁଣ୍ଟି ବନ୍ଦ । ସକାଳ ଆଠଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଦ ଡାକରା ଦେଇଛି ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବୀ କରି ବନ୍ଦ ଡାକରା ଦିଆଯାଇଛି ।…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପାରାଦୀପ: କୁଜଙ୍ଗ କୋଠିଆସାହି ହମ୍ପ୍ସ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତାଳଦଣ୍ଡାରୁ ଘରକୁ ଫେରିଲା ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୁଜଙ୍ଗ ପ୍ରାଥମିକ ଚିକିତ୍ସାଳରେ ଭର୍ତ୍ତି କରାଯିବା ପରେ କଟକ ବଡ଼…