Latest Odisha News

BREAKING NEWS

Yearly Archives

2024

ରାଜଧାନୀର ଏକ କଲେଜ ପରିସରରେ ବୋମାମାଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ରାତିରେ କିଛି ଦୁବୁର୍ତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଦୁବୁର୍ତ୍ତ ମାନେ ବିଳମ୍ବିତ ରାତିରେ କଲେଜକୁ ଟାର୍ଗେଟ କରି ବୋମା ଫିଙ୍ଗିଥିଲେ। ଏହି ଘଟଣାରେ ଅନେକ ଛାତ୍ର ଆହତ ହୋଇଥିବା…

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍ କରିଛି ଏନ୍‌ଜିଆର୍‌ଇ ଟିମ୍। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା…

ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବିଡେନ, ଆଉ ତା’ ପରେ…

ନୂଆଦିଲ୍ଲୀ: ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବାଇଡେନ।ଶନିବାର ଡେଲାୱେରରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପରେ ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମକୁ ମନେ ପକାଇ ପାରିନାହାଁନ୍ତି। ଏହି ସମୟରେ ପିଏମ ମୋଦୀ, ଅଷ୍ଟ୍ରେଲୀୟ…

ଜଳେଶ୍ଵରରୁ ଧରାହେଲା ବିରଳ ତେଲିଆ ମାଛ

ବାଲେଶ୍ବର: ଦୀଘା ସମୁଦ୍ରରୁ ନଅଟି ବିଶାଳ ତଥା ବିରଳ 'ତେଲିଆ ଶିଳା' ମାଛ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନେ ପ୍ରାୟ ୧.୯୯୦ କ୍ୱିଣ୍ଟାଲ ଓଜନର ବିରଳ ମାଛକୁ ୧୫ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ବର ଜିଲ୍ଲାର ଜଲେଶ୍ୱର ନିକଟ ବଜାରରେ ମାଛ…

ଚେନ୍ନାଇରେ ଚମକିଲେ ଅଶ୍ୱିନ ଆନ୍ନା

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୮୦ ରନରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନରେ ହିଁ ବାଂଲାଦେଶକୁ ମାତ୍ ଦେଇ ସିରିଜ ଆଗୁଆ ରହିଛି ଭାରତୀୟ ଦଳ । ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ସ୍ଥିତି ଦୃଢ କରିଛି ଭାରତ । ଚେନ୍ନାଇରେ ଟିମ୍…

ଫିଡେ ଚେସ ଅଲିମ୍ପିଆଡରେ ଭାରତ ଜିତିଲା ଐତିହାସିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଅନୁଷ୍ଠିତ ଫିଡେ ଚେସ ଅଲିମ୍ପିଆଡରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଭାରତର ଦୁଇ ଷ୍ଟାର ଖେଳାଳି ଡି.ଗୁକେଶ ଓ ଅର୍ଜୁନ ଇରିଗେସି ଚମତ୍କାର ପ୍ରଦର୍ଶନ କରି ଭାରତକୁ ଏହି ଐତିହାସିକ ସଫଳତା ପ୍ରଦାନ କରିଛନ୍ତି ।ଭ୍ଲାଡିମିର ଫେଡୋସିଭଙ୍କୁ ୧୮…

ପୁଣି ରିଲିଜ ହେଲା ଫିଲ୍ମ ‘ଭୀର ଜାରା’, ଶହେ କୋଟି ଆୟ କରି ରଚିଲା ଇତିହାସ

ମୁମ୍ବାଇ: ପୁଣି ରିଲିଜ ହେଲା ୨୦ ବର୍ଷ ପୁରୁଣା ଫିଲ୍ମ 'ଭୀର ଜାରା'। ବଲିଉଡ ତାରକା ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୀର ଜାରା ବକ୍ସ ଅଫିସରେ ୧୦୦…

ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର, ଅଳ୍ପକେ ବର୍ତ୍ତିଲେ ଯବାନ

ଭୋପାଳ: ଗ୍ୟାସ ସିଲିଣ୍ଡର ପରେ ଟ୍ରାକରୁ ମିଳିଲା ଡିଟୋନେଟର।ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ସାଗଫା ରେଲୱେ ଷ୍ଟେସନ ନିକଟରେ ବୋମା ବିସ୍ଫୋରଣ କରି ଟ୍ରେନକୁ ଉଡାଇବାକୁ ଷଡଯନ୍ତ୍ର କରାଯାଇଥିଲା। ଜାମ୍ମୁ କାଶ୍ମୀରରୁ କର୍ଣ୍ଣାଟକ ଯାଉଥିବା ଏହି ଟ୍ରେନରେ ସେନାର ଯବାନ ମାନେ ଥିବା ନେଇ…

ଇଣ୍ଡିଆ ଏ ଜିିତିଲା ଦୁଲୀଫ ଟ୍ରଫି ଟାଇଟଲ

ଅନନ୍ତପୁର: ଇଣ୍ଡିଆ ଏ ଦୁଲୀପ ଟ୍ରଫି ୨୦୨୪ ସଂସ୍କରଣର ଟାଇଟଲ ହାସଲ କରିଛି । ରବିବାର ଫାଇନାଲ ରାଉଣ୍ଡ ମୁକାବିଲାରେ ଇଣ୍ଡିଆ ଏ ୧୩୨ ରନରେ ଇଣ୍ଡିଆ ସିକୁ ପରାସ୍ତ କରିଥିଲା । ଶାସ୍ୱତ ରାଉତ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ମାରି ଦଳର ବିଜୟରେ ମୂଖ୍ୟ…

କ୍ୱାଡ୍ ମଂଚରୁ ଚୀନକୁ ମୋଦିଙ୍କ କଡା ସନ୍ଦେଶ

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ କ୍ୱାଡ୍ ବୈଠକରେ ଚୀନ୍‌ର ବିସ୍ତାରବାଦୀ ନୀତିକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଁ ନ ନେଇ ଚୀନକୁ ଦେଇଛନ୍ତି ଦୃଢ ସନ୍ଦେଶ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ହୋମ ଟାଉନ ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍ ସମ୍ମିଳନୀରେ ଉଦବୋଧନ ଦେଇ…