Latest Odisha News

BREAKING NEWS

Yearly Archives

2024

କେଉଁ ଦେଶରେ ଦୂତାବାସ ସଂଖ୍ୟା ଅଧିକ, କେତେ ନମ୍ବରରେ ଆସେ ଭାରତ ?

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଯାତ୍ରା, ବ୍ୟବସାୟ ଏବଂ ଅଧ୍ୟୟନ ପାଇଁ ଅନ୍ୟ ଦେଶକୁ ଯାଇଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅନ୍ୟ ଦେଶକୁ ଯାତ୍ରା କରିବା ସମୟରେ ପାସପୋର୍ଟ ଏବଂ ଭିସା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ’ଣ ? ଉତ୍ତର ହେଉଛି ଦୂତାବାସ। ଆଜ୍ଞା ହଁ, ବିଦେଶରେ କୌଣସି…

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ । ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ ଏକଲବ୍ୟ ପୁରସ୍କାର…

୨ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ରାଉରକେଲା: ପୁଣି ଲଜ୍ଜା। ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ ସଂଧ୍ୟା ସମୟରେ ଏହି ଅଭାବନୀୟ ଘଟଣା…

ଆମେରିକା ଫେରାଇବ ଭାରତରୁ ଚୋରା ଚାଲାଣ ହୋଇଥିବା ପ୍ରାଚୀନ ମୂଲ୍ଯବାନ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ସେ କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ମଧ୍ଯ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଶେଷ ଉପହାର ଦେଇଛି…

ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ବର: ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । କେନ୍ଦୁଝରରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି । ଆଉ ଆଜି ମୟୁରଭଞ୍ଜ ଯିବେନି ମୁଖ୍ୟମନ୍ତ୍ରୀ । ତେବେ…

‘ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି’

ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ଏବେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେଡି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଖାଲି ସେତିକିରେ କଥା ସରିନି ଶହେ ଦିନର ସରକାରଙ୍କୁ ପ୍ରଶ୍ନର…

ଜାତିସଂଘରେ ଭାରତର ଯୁବ ଚାମ୍ପିଅନ୍ ସଞ୍ଜନା, ଯୁବପିଢ଼ିଙ୍କୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଭାରତ ଯୁବ ଚାମ୍ପିଅନ୍ ଭାବରେ ଅଭିନେତ୍ରୀ ସଞ୍ଜନା ସାଂଘୀଙ୍କୁ ନିଯୁକ୍ତ କରାଯାଇଛି। ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଗ୍ରହଣ କରି ସଞ୍ଜନା ଶନିବାର ନ୍ୟୁୟର୍କରେ ମିଳିତ ଜାତିସଂଘର ଭବିଷ୍ୟତ କାର୍ଯ୍ୟ ଦିବସ…

କଂଗ୍ରେସ ସହ ମେଣ୍ଟ କରିବ କି ବିଜେଡି?, ଦେବାଶିଷଙ୍କ ବୟାନ ପରେ ବଢିଲା ତାତି

ଭୁବନେଶ୍ବର: କଂଗ୍ରେସ ସହ ମେଣ୍ଟ କରିବ କି ବିଜେଡି ? ଶାସକ ବିଜେପି ବିରୋଧରେ ପୁଣି କ୍ଷମତାକୁ ଆସିବାକୁ କଂଗ୍ରେସ ଆଡକୁ ମୁହାଁଇବ କି ବିଜେଡି ? କାରଣ ଖୋଲା ମଞ୍ଚରେ ଏମିତି କିଛି ବୟାନ ଦେଇ ଏବେ ରାଜ୍ୟ ରାଜନୀତିର ଉତ୍କଣ୍ଠା ବଢାଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ।…

ଫ୍ରିଜରୁ ମିଳିଲା ମହିଳାଙ୍କ ଶରୀରର ୩୦ ଖଣ୍ଡ ଅଂଶ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। କେହି ମହିଳାଙ୍କ ଶରୀରକୁ ୩୦ ଖଣ୍ଡ କରି ଫ୍ରିଜରେ ଭର୍ତ୍ତି କରିଦେଇଥିବା ଜଣାପଡିଛି। ମହିଳାଙ୍କୁ ଚାରିରୁ ପାଞ୍ଚ ଦିନ ତଳେ ହତ୍ଯା କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଏହି ଘଟଣାର…

ଭିଜା କିସ୍‌ମିସ୍ ଖାଆନ୍ତୁ, ଅନେକ ଫାଇଦା ପାଆନ୍ତୁ

କିସ୍‌ମିସ୍‌ ପାଟିକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ, ଶରୀର ପାଇଁ ମଧ୍ୟ ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କିସ୍‌ମିସରେ ଆଇରନ, ପୋଟାସିୟମ, ମ୍ୟାଗ୍ନେସିଅମ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। କିସ୍‌ମିସ୍‌କୁ ଖାଲି ଖାଇବା ଅପେକ୍ଷା ଏହାକୁ ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ…