ବୋଲରଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କଲେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶାର ଅଧିନାୟକ
ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଛି । କୋଣାର୍କ ସୂର୍ଯ୍ୟାସ ଏଥିସହ ଏହି ଲିଗରେ ଷ୍ଟାଇଲ ସହ ଏଂଟ୍ରି କରିଛି । ବୋଲରଙ୍କ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ ଜିତିପାରିଲୁ…