Latest Odisha News

BREAKING NEWS

Yearly Archives

2024

ଭରତପୁର ଘଟଣା ପଛର ସତ

ଭୁବନେଶ୍ବର: ଶନିବାର କଳା ରାତିର କାହାଣୀ। ସେଦିନ ରାତିରେ କଣ ହୋଇଥିଲା? ଭରତପୁର ଥାନାକୁ ଯିବା ପୂର୍ବରୁ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ କଣ ହୋଇଥିଲା? କାହିଁକି ବାଟରେ ଅଟକାଇ ଝଗଡା କରିଥିଲେ ଯୁବକ? କାହିଁକି ରାସ୍ତାରେ ଝଗଡା ହୋଇଥିଲା? ଅଭିଯୋଗ ପାଇଁ ଥାନାକୁ ଯିବା ପରେ ସେଠାରେ କଣ…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ଗିରଫ ହେଲେ ୭ ରୋଡ ରୋମିଓ

ଭୁବନେଶ୍ବର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ସେମାନଙ୍କ ମୋବାଇଲ ଓ ତା…

ତିରୁପତି ଲଡୁ ବିବାଦ: ବଡବଡ ମନ୍ଦିରରେ ହେବ ପ୍ରସାଦର ନମୁନା ଯାଞ୍ଚ

ଜୟପୁର: ତିରୁପତି ଲଡୁ ବିବାଦ ମଧ୍ୟରେ ବଡବଡ ମନ୍ଦିରରେ ପ୍ରସାଦର ମାନ ଯାଞ୍ଚ ପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର। ଯାହା ଫଳରେ ବର୍ତ୍ତମାନ ରାଜସ୍ଥାନର ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ ମନ୍ଦିରରେ ଏକ ଅଭିଯାନ ଚଳାଇବ। ସେପ୍ଟେମ୍ବର ୨୩ରୁ ୨୬ ମଧ୍ୟରେ ମନ୍ଦିରଗୁଡିକର ପ୍ରସାଦର ନମୁନା…

ଭରତପୁର ଥାନା ଘଟଣା: ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଭରତପୁର ଥାନା ଘଟଣାକୁ ନେଇ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ l ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ l ଗତକାଲି ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଜାତୀୟ ମହିଳା କମିଶନ l ସେପଟେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବବ୍ୟହାର…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯାଇଥିଲା ତିରୁପତି ଲଡୁ

ଅଯୋଧ୍ୟା: ତିରୁପତି ମନ୍ଦିର ପ୍ରସାଦକୁ ନେଇ ଜାରି ରହିଛି ବିବାଦ ।ଏହାରି ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ତିରୁପତି ଲଡୁ ଯାଇଥିଲା ବୋଲି ସୂଚନା ମିଳିଛି। ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଚଳିତ ବର୍ଷ ଜାନୁୟାରୀ ୨୨ ରେ ହୋଇଥିବା…

ପରଲୋକରେ ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ

ବାଲେଶ୍ୱର: ଆରପାରିର ବିଶିଷ୍ଟ କବି ଶୁଭେନ୍ଦୁ ମୋହନ ଦାସ l ଗତକାଲି ବାଲେଶ୍ବର ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ କବି ଶୁଭେନ୍ଦୁ ମୋହନ ଦାସ । ମୃତ୍ୟୁ ବେଳକୁ ତା’ଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟର ଜଣେ ସ୍ଵାଭିମାନୀ…

ବାୟୁସେନାର ନୂଆ ମୁଖିଆ ହେଲେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ

ନୂଆଦିଲ୍ଲୀ: ବାୟୁସେନାର ନୂଆ ମୁଖ୍ୟ ଅମର ପ୍ରିତ୍ ସିଂହ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍‌ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ ।…

‘ଅନୁସୂଚିତ ଜାତି ପାଇଁ ସବୁ ବେଳେ ଲଢିବ ବିଜେଡି’

ଭୁବନେଶ୍ବର: ଅନୁସୂଚିତ ଜାତି ପାଇଁ ବିଜେଡିର ଲଢେଇ ଜାରି ରହିବ । ଆଜି ବିଜେଡି ପକ୍ଷରୁ ଅନୁସୂଚିତ ଜାତି ସେଲ୍ ବୈଠକରେ ଏକଥା କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଚଳିତ ନିର୍ବାଚନରେ ମାଡି କାମୁଡିବା ପରେ ଏବେ ପୂରା ଆକ୍ଟିଭ ଅଛନ୍ତି ବିରୋଧୀ…

ଭିଜିଲାନ୍ସ ପଞ୍ଝା ଭିତରେ ପୁଣି ଆଉ ଏକ ଯନ୍ତ୍ରୀ, ଟଙ୍କାର ଗଦିରେ ଶୋଉଥିଲେ

ବାଲେଶ୍ବର: ବନ୍ଧାହେଲେ ବାଲେଶ୍ବର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଯନ୍ତ୍ରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶୁକ୍ରବାର ରାଓଙ୍କ ବିଭିନ୍ନ ସ୍ଥାନରେ ରେଡ୍‌ କରି ବିପୁଳ ସଂପତ୍ତି ପାଇଥିଲା ଭିଜିଲାନ୍ସ । ତେବେ…