Latest Odisha News

BREAKING NEWS

Yearly Archives

2024

ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ

ଚେନ୍ନାଇ: ଭାରତ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ସମ୍ମୁଖରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ…

ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର, ଟ୍ରାକରୁ ଖୋଲିଦେଲେ ଫିସ୍ ପ୍ଲେଟ୍

ସୁରଟ: ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟରେ। କିମ ରେଳ ଷ୍ଟେସନ ନିକଟରେ ଯାଞ୍ଚ ବେଳେ ଟ୍ରାକରୁ ଫିସ୍ ପ୍ଲେଟ ଏବଂ ନଟ୍ ଗୁଡିକୁ ଉଦ୍ଧାର କରାଯାଇଛି। ଏନେଇ ପଶ୍ଚିମାଞ୍ଚଳ ରେଳବାଇର ଭଦୋଦରା ଡିଭିଜନ କହିଛି ଯେ କିଛି ଦୁବୁର୍ତ୍ତ ୟୁପି ଲାଇନରୁ…

ତେଜୁଛି ଭରତପୁର ଥାନାର ବିବାଦ: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ବିଜେଡି

ଭୁବନେଶ୍ବର: ଭରତପୁର ଥାନା ଯେଉଁଭଳି ଭାବେ ବର୍ବରତାର ସୀମା ଟପିଛି ତାହାକୁ ନେଇ ଏବେ ବଢିବାରେ ଚାଲିଛି ବିରୋଧ ଓ ଆକ୍ରୋଶ । ସାଧାରଣରେ ପୋଲିସର ଏଭଳି କାର୍ଯ୍ୟ ନେଇ ଅସନ୍ତୋଷ ବଢିଥିବା ବେଳେ ଏବେ ରାଜଧାନୀରେ ବିରୋଧୀଙ୍କ ଦୃଢ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରଥମେ ବିଜେଡି ଆଉ ପରେ…

ନାଁ ଅପଡେଟ ପରେ କିପରି ଜାଣିବେ ଆପଣଙ୍କ ପ୍ୟାନ କାର୍ଡ ଷ୍ଟାଟସ …

ଭୁବନେଶ୍ୱର: ପ୍ୟାନ କାର୍ଡ ହେଉଛି ଏକ ଅନନ୍ୟ ପରିଚୟ ନମ୍ବର ଯାହାକି ଆୟକର ବିଭାଗ ଦ୍ୱାରା ଆର୍ଥିକ କାରବାର ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବ୍ୟକ୍ତିବିଶେଷ ଏବଂ ସଂସ୍ଥାକୁ ପ୍ରଦାନ କରାଯାଇଥାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାହା ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକ। ଆୟକର…

ଗାଭାସ୍କରଙ୍କ ୫୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ

ଚେନ୍ନାଇ: ଭାରତ-ବାଂଲାଦେଶ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଯଶସ୍ୱୀ ଜୈସୱାଲ ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ଲିିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ୫୨ ବର୍ଷ ତଳର ଏକ ରେକର୍ଡକୁ ଭଙ୍ଗ କରିଛନ୍ତି । ଯଶସ୍ୱୀ ପ୍ରଥମ ଇନିଂସରେ ୫୬ ଓ ଦ୍ୱିତୀୟ ଇନିଂସରେ ୧୦ ରନ କରିଥିଲେ । ସେ ପ୍ରଥମ…

ଗଛରେ ଝୁଲୁଛି ୨ଟି ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସାଲେପୁର: ବିବାହିତ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l କଟକ ଜିଲ୍ଲା ସାଲେପୁର ଥାନା ନାଳିଆମୁହଁ ନିକଟ ଅଲିପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଏକ ଗଛରେ ଝୁଲୁଛି ଉଭୟଙ୍କ ମୃତଦେହ l ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଂଚି ତଦନ୍ତ…

ଭରତପୁର ଥାନା ମାମଲା: ମୂଳ ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ୍

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ମୂଳ ଘଟଣାର ସିନ୍ ରିକ୍ରିଲସନ କଲା ଚନ୍ଦକା ପୋଲିସ । ଯେଉଁ ଘଟଣାର ମାମଲା ରୁଜ୍ଜୁ ପାଇଁ ଆଜି ଏତେ ସବୁ ଅଘଟଣ ଘଟିଲା ସେଥିରେ ଚନ୍ଦକା ପୋଲିସ୍ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା…

କେନ୍ଦୁଝରରେ ହେବ ଜାତୀୟସ୍ତରର ଷ୍ଟାଡ଼ିୟମ

କେନ୍ଦୁଝର: ଶୁକ୍ରବାର ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ଗସ୍ତରେ କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମର୍ଣିଂ ଓ୍ବାକ…

ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ

ପୁରୀ: ଆଜିଠୁ ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ୩ଦିନ ଧରି ହେବ ସର୍ଭେ କାର୍ଯ୍ୟ l ଦିନ ୨ଟା ରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ କାର୍ଯ୍ୟ କରାଯିବ l ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

ଫୁଲୁଛି ହୀରାକୁଦ ଡ୍ୟାମ୍: ଖୋଲିବ ଗେଟ୍!

ସମ୍ବଲପୁର: ଜଳପୂର୍ଣ୍ଣ ହୋଇଛି ହୀରାକୁଦ ଡ୍ୟାମ୍ । ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ପାଣି ତାର ସର୍ବୋଚ୍ଚ କ୍ଷମତା ଛୁଇଁଛି । ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୧୨.୨୫ ଫୁଟରେ ପହଞ୍ଚିଛି । ଏଥିସହିତ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୫୬,…