Latest Odisha News

BREAKING NEWS

Yearly Archives

2024

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସେଠାରେ ବାଇଡେନ୍‌ଙ୍କ ସମେତ ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଦ୍ବିପାକ୍ଷିକ ଆଲୋଚନା ।…

ଭରତପୁର ଥାନା ମାମଲା: ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ

ଭୁବନେଶ୍ଵର: ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ । କହିଲେ ଗୋଟିଏ ଘଟଣାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିହେବନି । ୨୫ ବର୍ଷର ସରକାରକୁ ୧୦୦ ଦିନର ସରକାର ସହ ତୁଳନା ଠିକ ନୁହେଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁସବୁ…

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: କଡା ନିନ୍ଦା କଲେ କଂଗ୍ରେସ ନେତା

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କଲାଣି । ସବୁଆଡୁ ପୋଲିସକୁ ନିନ୍ଦା କରାଯାଉଥିଲା ବେଳେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି କଂଗ୍ରେସ ନେତା…

ତିରୁପତି ଲଡୁ ବିବାଦ: ମୁହଁ ଖୋଲିଲା ଅମୁଲ ଇଣ୍ଡିଆ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନରେ ଲଡୁ ବ୍ୟଭିଚାରକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଛି ଅମୁଲ ଇଣ୍ଡିଆ । କମ୍ପାନୀ କହିଛି ଯେ ତାଙ୍କ ପକ୍ଷରୁ ତିରୁପତି ମନ୍ଦିରକୁ କେବେବି ଘିଅ ଯୋଗାଇ ଦିଆଯାଇନାହିଁ । ଅମୁଲ ଇଣ୍ଡିଆ କହିଛି ଯେ, ସୋସିଆଲ ମିଡିଆରେ ଏଭଳି…

କେବେ ଆରମ୍ଭ ହେବ ନବରାତ୍ରି-୨୦୨୪ ? ଜାଣନ୍ତୁ ଘଟସ୍ଥାପନା ମୁହୂର୍ତ୍ତ

ଭୁବନେଶ୍ଵର: ଆସୁଛନ୍ତି ମା’ । ଆଉ ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଗାଁ ଠୁ ସହର ଚାରିଆଡେ ଚଳଚଞ୍ଚଳ । ମା ଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ସମସ୍ତ ଦେବୀ ମନ୍ଦିର ସମେତ ପୂଜା ମଣ୍ଡପ ଗୁଡିକୁ କେଉଁଠି ଆକର୍ଷଣୀୟ ଲାଇଟ…

ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି। ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ଶେଷରେ କୋଣାର୍କ…

ବଢୁଛି ଲଡୁ ବିବାଦ

ଅମରାବତୀ: ତିରୁପତି ମନ୍ଦିର ପ୍ରସାଦ ଲଡୁରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ବଢିବାରେ ଲାଗିଛି ବିବାଦ । ଅଭିଯୋଗ ପରେ ବିବାଦ ଘନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଜାଣତରେ ଏସବୁ ହେଉଥିବ ବୋଲି ଅଭିଯୋଗ କରିଛି ଟିଡିପି । ଜଗନ…

ହିଜବୋଲ୍ଲାର ନିଦ ହଜାଇଦେଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ପେଜର ଓ ୱାକିଟକି ବିସ୍ଫୋରଣ ପରେ ଲେବାନନରେ ଭୟ ଓ ଆକ୍ରୋଶର ବାତାବରଣ । ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା ପ୍ରତିଶୋଧ ପାଇଁ ଯୋଜନା କରୁଥିବା ବେଳେ ଇସ୍ରାଏଲ କରିଛି ଅତର୍କିତ ବୋମା ମାଡ । ଶତ୍ରୁ ପକ୍ଷକୁ କୌଣସି ସୁଯୋଗ ନ ଦେଇ ୧ ହଜାରରୁ ଅଧିକ ରକେଟ ମାଡ କରିଛି ଇସ୍ରାଏଲ ।…

ସ୍କ୍ରବ ଟାଇଫସ: ‘ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’

ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇଫସ । ଚିକିତ୍ସାରେ ଟିକେ ଅବହେଳା କିମ୍ବା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ନଗରରେ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

କଳିଙ୍ଗନଗର: ଅଣସଂକ୍ରାମକ ରୋଗ (ଏନସିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ମାରାତ୍ମକ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଏହାର ମୁକାବିଲା କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ତନ…