ରାଜ୍ୟସ୍ତରୀୟ ଜୁନିୟର, ସବ ଜୁନିୟର ହକି ଚାମ୍ପିୟନଶିପ ଉଦଯାପିତ: ସୁନ୍ଦରଗଡ ଚାମ୍ପିୟନ
ରାଉରକେଲା: ତୃତୀୟ ରାଜ୍ୟସ୍ତରୀୟ ଜୁନିୟର ମହିଳା ଓ ସବୁ ଜୁନିୟର ଚାମ୍ପିୟନଶିପ ଏଠାରେ ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଉଭୟ ବିଭାଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନଶିପର ଜୁନିୟର ମହିଳା ବିଭାଗ ଫାଇନାଲରେ ଢ଼େଙ୍କାନାଳକୁ…