ହାତୀ ଘଉଡ଼ାଇବାକୁ ହଟ୍ଟହଟ୍ଟା ବନ କର୍ମଚାରୀ
ଅନୁଗୁଳ: ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବନ ବିଭାଗର ୬ ଜଣ କର୍ମଚାରୀ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ସେଠାକାର ଲୋକେ ।
ଖବର ମୁତାବକ, ଗତକାଲି…