Latest Odisha News

BREAKING NEWS

Yearly Archives

2024

ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି

ତିରୁପତି: ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି। ଏନେଇ ସ୍ପଷ୍ଟ କରିଛି ଲ୍ୟାବ ରିପୋର୍ଟ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ତିରୁପତି ଲଡୁରେ ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ କରିଥିଲେ। ପୂର୍ବତନ YSRCP ସରକାର ସମୟରେ ତିରୁପତି ଲଡୁ ତିଆରି…

ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ

ପୁରୀ: ଆଜି ଓଡିଶାରେ ବିଜେପି ସରକାରଙ୍କ ଶାସନ ଭାର ଗ୍ରହଣ କରିବାର ୧୦୦ ଦିନ ପୁରିଛି । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ଆୟୋଜିତ ହୋଇଛି 'ପ୍ରଗତିର ନୂତନ ସୂର୍ଯ୍ୟୋଦୟ' ସମାରୋହ । ଏହି ଅବସରରେ ଓଡିଶା ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସୁସଜ୍ଜିତ…

ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌

କୋଲକାତା: ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ । ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ କରିଛନ୍ତି ପଶ୍ଚିମବଙ୍ଗ ମେଡିକାଲ୍‌ କାଉନସିଲ୍‌ । ଗିରଫର ୧୩ ଦିନ ବିତିଥିଲେ ବି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିଲେ…

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ଜବାବ ଦାଖଲ ରାଜ୍ୟ ସରକାର

କଟକ: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ମାମଲାରେ ସିବିଆଇ ତଦନ୍ତ କାହିଁକି ହେଉନି ସେନେଇ ଜବାବ ଲୋଡିଲେ ହାଇକୋର୍ଟ । ତଦନ୍ତର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।…

କାଶୀପୁର ଥାନା ଉପରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ଚାରୋଟି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଶତାଧିକ ଲୋକ ଥାନା ପରିସରରେ ଏହି ତୁମୁଳ କାଣ୍ଡ ଘଟାଇଛନ୍ତି । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି । ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ…

ଭରତପୁର ଥାନା ବର୍ବରତା: ସତ ବଖାଣିଲେ ମେଜରଙ୍କ ବନ୍ଧବୀ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ଘଟଣା ଦିନର କଳା କାହାଣୀ ବଖାଣିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ ସେ ନେଇ ସମ୍ପୁର୍ଣ୍ଣ କଥା କହିଲେ ମେଜରଙ୍କ ବାନ୍ଧବୀ । ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର…

ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ 

ନୂଆଦିଲ୍ଲୀ: ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ। ରାଜସ୍ଥାନର ଦୌସା ଠାରେ ରାସ୍ତା ଭୁଶୁଡ଼ିବା ପାଇଁ ମୂଷାକୁ ଦାୟୀ କରିଥିବା ଜଣେ କର୍ମଚାରୀଙ୍କୁ କମ୍ପାନୀ ନିଲମ୍ବିତ କରିଛି। ତେବେ କଣ୍ଟ୍ରାକ୍ଟର ଏହି ବିଷୟରେ ସୂଚନା ପାଇବା ମାତ୍ରେ ସେ ତୁରନ୍ତ ସେହି ଅଞ୍ଚଳକୁ ବ୍ୟାରିକେଡ୍…

କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ନୋଟିସ୍‌

କଟକ: କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ନୋଟିସ୍‌ । ସ୍ୱାସ୍ଥ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ତାଙ୍କ ସହ ଏସସିବି ମେଡିକାଲ୍‌ ଅଧୀକ୍ଷକଙ୍କୁ ମଧ୍ୟ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏସସିବିର ବିପର୍ଯ୍ୟସ୍ତ…

ଇନଷ୍ଟାଗ୍ରାମରୁ ହଟିବ ବ୍ୟୁଟି ଫିଲ୍ଟର୍, ମହିଳାଙ୍କ ମାନସିକ ସ୍ବାସ୍ଥ୍ଯ ଉପରେ ନକରାତ୍ମକ ପ୍ରଭାବ

ନୂଆଦିଲ୍ଲୀ: ଅନେକ ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆପ୍ ବ୍ୟବହାର କରନ୍ତି। ଫଟୋ, ଭିଡିଓ, ରିଲ୍ ପୋଷ୍ଟ କରି ଇନଷ୍ଟାଗ୍ରାମ ମାଧ୍ୟମରେ ଅନେକ ଲୋକ ଲୋକପ୍ରିୟ ହୋଇପାରିଛନ୍ତି। ଏଥିସହ ରୋଜଗାର ମଧ୍ଯ ଭଲ କରୁଛନ୍ତି। ବର୍ତ୍ତମାନ ଇନଷ୍ଟାର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ବଡ…

୪୬ ଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିବା ରେକର୍ଡ କଲେ ମହମ୍ମଦ ନବୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ବିଜୟ । ଏହା ବ୍ୟତୀତ ଦଳର ସିନିୟର ଖେଳାଳି ମହମ୍ମଦ ନବୀ ମଧ୍ୟ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୪୬…