Latest Odisha News
Yearly Archives

2024

ବିଦ୍ୟୁତ୍ ଟାୱାର ଉପରେ ଚଢି ହଙ୍ଗାମା କଲେ ବ୍ୟକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ ଟାୱାର ଉପରେ ଚଢି ଜଣେ ବ୍ୟକ୍ତି ହଙ୍ଗାମା କରିଥିଲେ। ଯାହା ଫଳରେ ନାକେଦମ୍ ହୋଇଥିଲେ ଅଗ୍ନିଶମ କର୍ମଚାରୀ। ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ରାତି ପ୍ରାୟ ୩ଟା ବେଳେ ଇଲେକ୍ଟ୍ରିକ୍ ଟାୱାର…

କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ

ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ…

୫ ମାସ ଶିଶୁର ମୃତ୍ୟୁ ପରେ ମେଡିକାଲ ଆଗରେ ପରିବାର ଲୋକଙ୍କ ଧାରଣା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଖବର ମୁତାବକ, ବୁଧବାର ଦିନ କପ୍ତିପଦା ଥାନା ଦେୱାନବାହାଳି ଗ୍ରାମର…

ମଙ୍କିପକ୍ସ ସନ୍ଦେହ ହେଲେ ୨୧ ଦିନ ପାଇଁ ଆଇସୋଲେସନ

ଭୁବନେଶ୍ୱର: ରାଜ୍ୟରେ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରାଯାଇଛି l ସବୁ ଜିଲ୍ଲାମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ…

ଭୁଟାନ ଆପଣାଇବ ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ

ଭୁବନେଶ୍ବର: ଭୁଟାନ ଆପଣାଇବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ । ଏନେଇ ଆଜି ଭୁଟାନର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସିଛନ୍ତି । ସେମାନେ ଏଠାରେ ୪ ଦିନ ରହି ଏସବୁକୁ ଅନୁଧ୍ୟାନ କରିବେ । ଏହି ଟିମ୍‌ ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ…

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ

ପୁରୀ: ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ l ଆଜି ରାଜ୍ୟରେ ନୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ l ଶ୍ରୀମନ୍ଦିର ୪ ଦ୍ୱାର ସହ ରତ୍ନ ଭଣ୍ଡାର ଖୋଲାଗଲା l ସୁଭଦ୍ରା ସହାୟତା ଦିଆଗଲା l…

ସଲମାନ ଖାନଙ୍କ ବାପାଙ୍କୁ ପୁଣି ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ମିଳିଛି। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା। ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ…

ସେନସର ବୋର୍ଡ ଉପରେ କାହିଁକି ବର୍ଷିଲେ ହାଇକୋର୍ଟ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ଦୀର୍ଘ ଦିନ ଧରି ବିବାଦ ଘେରରେ ରହିଛି। ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ତରଫରୁ ଫିଲ୍ମ ରିଲିଜ ନେଇ ମଧ୍ୟ କ୍ଲିୟରାନ୍ସ ମିଳିନାହିଁ। ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟରେ…

ଯାଜପୁରରେ ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ଯାଜପୁର: ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା । ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଜମି ଅଧିକରଣ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା କାରଣରୁ ପ୍ରକଳ୍ପ କାମ ଅଧାରେ ଅଟକି ରହିଛି । ଏହି ମଡେଲ ଜେଲ୍ ପାଇଁ ମୋଟ ୨୦ ଏକର ଜମି…

ଏବେବି ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଜଳେଶ୍ବର: ଏବେବି ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ଜଳସ୍ତର । ଗୋଟେ ପଟେ ଧିରେ ଧିରେ ବିଭିନ୍ନ ନଦୀର ଜଳସ୍ତର ଖସୁଥିବା ବେଳେ ଏବେବି ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜଳେଶ୍ବର ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର ରହିଛଇ । ଜାମଶୋଳା ଘାଟରେ…