ବେହାଲ ବାଲେଶ୍ବର: ନଦୀବନ୍ଧ, ଘର ଛାତ ସାଜିଛି ସାହାରା
ବାଲେଶ୍ବର: ବନ୍ୟାରେ ବେହାଲ ହୋଇପଡିଛି ବାଲେଶ୍ବର । ଘର ଭିତରେ ବାହାରେ ସବୁଠି ପାଣି । କିଛି ସ୍ଥାନରେ ପାଣି ଛାତ ଛୁଇଁଥିବା ବେଳେ ଏବେ ନଦୀବନ୍ଧ ଓ କୋଠାଘର ଛାତ ସାଜିଛି ସାହାରା । ତମ୍ବୁ ଟାଣି ତା ତଳେ କିଏ ଆଶ୍ରୟ ନେଇଛନ୍ତି ତ ଆଉ କିଏ ସେମିତି ପଡିରହିଛନ୍ତି । କ’ଣ ଖାଇବେ କେମିତି…