Latest Odisha News
Yearly Archives

2024

ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ, ଡିଭୋର୍ସ ଦେଲେ… 

ଆଗ୍ରା: ସାଧାରଣତଃ ବିବାହ ଭାଙ୍ଗିବା ପଛରେ ଅନେକ କାରଣ ରହିଥାଏ। କିନ୍ତୁ ଆଗ୍ରାରୁ ବିବାହ ବିଚ୍ଛେଦର କାରଣ ସାଜିଛି ଅଜବ ଘଟଣା। ଯାହାକୁ ନେଇ ଚର୍ଚ୍ଚା ମଧ୍ଯ ଜୋରଦାର ହେଉଛି। ସୂଚନାନୁସାରେ ବିବାହକୁ ପ୍ରାୟ ୪୦ ଦିନ ବିତି ଯାଇଥିଲା କିନ୍ତୁ ଏହି ସମୟ ମଧ୍ୟରେ ସ୍ୱାମୀଙ୍କ ଏକ ମାତ୍ର…

ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ସ୍ୱୟମଜିତ ପ୍ରସାଦ ସାହୁ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫିଜିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ଏହି ସଫଳତର ହାସଲ କରିଛନ୍ତି । ଢ଼େଙ୍କାନାଳର ୧୭ ବର୍ଷୀୟ ସ୍ୱୟମଜିତ ୬୭ କିଗ୍ରା ୟୁଥ…

ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ

ଭୁବନେଶ୍ୱର: ବରିଷ୍ଠ ଟେକ୍ନୋକ୍ରାଟ ଗୁରୁ ଚରଣ ଦାସଙ୍କୁ ଓଡ଼ିଶା ସରକାର ବୁଧବାର ଦିନ ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସେ ଅତିରିକ୍ତ ମୁଖ୍ୟ…

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି ।…

ପୁଅକୁ ଧରି ପୁରନ୍ତା ନଦୀକୁ ଡେଇଁଲା ମା’

ପିପିଲି: ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡ଼ା ରାସ୍ତାର ହରିପୁରରେ । ସେଠାରେ ଥିବା ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ମହିଳା ଜଣଙ୍କ ନଦୀକୁ ଡେଇଁ ପଡିଛନ୍ତି । ଏହା…

ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର

ଛତିଶଗଡ଼: ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର । ବଳରାମପୁର ଜିଲ୍ଲା ଭୂଥି କ୍ୟାମ୍ପରେ ଯବାନଙ୍କୁ ଗୁଳିମାଡ଼ କଲେ ଯବାନ । ସାମାନ୍ୟ ବଚସାକୁ ନେଇ ସାଥୀ ଯବାନଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ମୃତକ ଦୁଇ ଯବାନ ହେଉଛନ୍ତି ସିଏଏଫ ଯବାନ ରୂପେଶ ପଟେଲ ଓ ସନ୍ଦୀପ ପାଣ୍ଡେୟ ।…

ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ…

ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ: ଜଷ୍ଟିସ୍ ରଥ

ପୁରୀ: ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ । ଏନେଇ ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ଆସନ୍ତା ୨୫ ତାରିଖରୁ ଜଗତଜନନୀ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି…

ସ୍ଥିତି ଗମ୍ଭୀର: ଲେବାନନ ସୀମା ନିକଟରେ ୨୦୦୦୦ ସୈନିକ ନିୟୋଜିତ କଲା ଇସ୍ରାଏଲ

ନୂଆଦିଲ୍ଲୀ: ସେପ୍ଟମ୍ବର ୧୭ରେ ଲେବାନନରେ ସିରିୟଲ ପେଜର ବ୍ଲାଷ୍ଟ ଘଟିଥିଲା । ଏଥିରେ ହିଜବୁଲ୍ଲାର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ୪୦୦୦ରୁ ଊର୍ଦ୍ଧ୍ୱ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ଘଟଣା ପାଇଁ ଲେବାନନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଏପରିକି ଇସ୍ରାଏଲ ଉପରେ ବଡ ଧରଣର…