ଭାରତ ଗସ୍ତ, ଚାମ୍ପିୟନ୍ସ ଟ୍ରଫି ପାଇଁ ଇଂଲଣ୍ଡ ଦଳ ଘୋଷିତ
ଲଣ୍ଡନ: ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଏବଂ ଭାରତ ଗସ୍ତ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଜୋସ ବଟଲରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃୟାରୀ-ମାର୍ଚ୍ଚରେ ଖେଳାଯିବ । ଏହା ପାକିସ୍ତାନରେ ଆୟୋଜିତ ହେବ । ଭାରତୀୟ ଟିମ…