Latest Odisha News

BREAKING NEWS

Yearly Archives

2024

ଆଇସିସିର ଗୁରୁତ୍ୱପୂର୍ଣ୍ଣ ଘୋଷଣା: ବିଶ୍ୱକପରେ ମହିଳା ଟିମକୁ ମିଳିବ ପୁରୁଷ ସମକକ୍ଷ ପୁରସ୍କାର ରାଶି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଆଗକୁ ବିଶ୍ୱକପରେ ମହିଳା ଟିମକୁ ମଧ୍ୟ ପୁରୁଷ ସମକକ୍ଷ ପୁରସ୍କାର ରାଶି ମିିଳିବ । ମହିଳା ଟିମର ପୁରସ୍କାର ରାଶିକୁ ୧୩୪ ପ୍ରତିଶତ ବୃଦ୍ଧି କରାଯାଇଛି । ଗତ ବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ…

ପ୍ରଜନନ ହାର ବଢାଇବା ପାଇଁ ଋଷର ନୂଆ ନିୟମ, ଅଫିସ ବ୍ରେକରେ କରନ୍ତୁ ସେକ୍ସ

ମସ୍କୋ: ନିଜର ଅଫିସ ବ୍ରେକ୍ ସମୟରେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଜନତାଙ୍କୁ ଅପିଲ୍ କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦେଶର ଜନ୍ମ ହାର ବର୍ତ୍ତମାନ ପ୍ରତି ମହିଳାରେ ୧.୫ ଶିଶୁ ରହିଛି।ଜନସଂଖ୍ୟା ସ୍ଥିରତା ପାଇଁ ୨.୧ଠାରୁ ଏହା ବହୁତ କମ୍ ଅଟେ। ଜନ୍ମ ହାରରେ ପରିବର୍ତ୍ତନ ପାଇଁ…

ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ପିଅନ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ବରୁଣ ଜେନା ଓ ପିଅନ ବଳରାମ ସାହୁ । ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଖବର ମୁତାବକ, ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା । ଏନେଇ ଉକ୍ତ…

୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକଙ୍କ ଜୀବନ ନେବ ସୁପରବଗ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ବର ପ୍ରାୟ ୩.୯୦ କୋଟି ଲୋକ ସୁପରବଗ ତଥା ଆଣ୍ଟିବାୟୋଟିକ୍ ରେଜିଷ୍ଟେନ୍ସ ଯୋଗୁଁ ମୃତ୍ୟୁ ବରଣ କରିବାର ଆଶଙ୍କା ରହିଛି। ଲାନସେଟର ଏକ ନୂତନ ଅଧ୍ୟୟନରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟେନ୍ସ ହେତୁ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ହାସଲ କଲା ୫ମ ଟାଇଟଲ

ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ ଆୟୋଜକ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଓଭରାଲ ୫ମ ଥର ପାଇଁ ବିଜେତା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଟିମଇଣ୍ଡିଆ ସହ…

ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଲିନ୍ସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

କନ୍ଧମାଳ: ରବିବାର କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି…

ମହିଳା ସରପଞ୍ଚଙ୍କ ଅନର୍ଗଳ ଇଂରାଜୀ ଶୁଣି ଚକିତ ଜିଲ୍ଲାପାଳ

ବାରମେର: ଇଂରାଜୀରେ ଅନର୍ଗଳ ଭାଷଣ ଦେଲେ ମହିଳା ସରପଞ୍ଚ। ରାଜସ୍ଥାନର ବାରମେରରେ ଜଣେ ମହିଳା ସରପଞ୍ଚ ଜିଲ୍ଲାପାଳ ଟିନା ଡାବିଙ୍କ ଆଗରେ ଇଂରାଜୀରେ ଅନର୍ଗଳ ଭାବେ ଭାଷଣ ଦେଇଥିଲେ। ତାଙ୍କ ଭାଷଣ ଶୁଣି ଟିନା ଡାବି ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଛନ୍ତି।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

୨୦୨୧ ପରେ ହ୍ରାସ ହେଉଛି କୋହଲିଙ୍କ ଟେଷ୍ଟ ପ୍ରଦର୍ଶନ

ଚେନ୍ନାଇ: ୨୦୧୧ରେ ବିରାଟ କୋହଲି ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟରେ ପଦାର୍ପଣ କରିଥିଲେ । ୨୦୧୬ରୁ ୨୦୨୦ ମଧ୍ୟରେ କିଙ୍ଗ କୋହଲି ଘରୋଇ ପରିବେଶରେ ୨୨ଟି ଟେଷ୍ଟ ଖେଳିଥିଲେ । ସେ ସମୟରେ ୧୦ ଶତକ ସହ ସେ ୮୬.୧୭ ଆଭରେଜରେ ରନ ସଂଗ୍ରହ କରିଥିଲେ । ମାତ୍ର ୨୦୨୧ପରେ ତାଙ୍କ ପ୍ରଦର୍ଶନସ୍ତରରେ…

ଗୋ-ଧ୍ବଜା ସ୍ଥାପନା ସହ ଗୋ-ମାତାକୁ ରାଷ୍ଟ୍ର ମାତା ଘୋଷଣା ପାଇଁ ଓଡିଶା ଆସିବେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ବର: ସନାତନ ଧର୍ମରେ ଗାଈକୁ ମା’ର ମାନ୍ୟତା ଦିଆଯାଇଛି, ଏହା ସନାତନ ଧର୍ମୀ ହିନ୍ଦୁମାନଙ୍କର ପବିତ୍ର ଭାବନା ଓ ବିଶ୍ୱାସ । ଏହି ଧାର୍ମିକ ବିଶ୍ୱାସ ପାଇଁ ସମ୍ବିଧାନ ଓ ଆଇନରେ ଗାଈକୁ ରାଜ୍ୟ ତାଲିକାରୁ ହଟାଇ କେନ୍ଦ୍ରୀୟ ତାଲିକାରେ ରଖାଯାଇଛି ଏବଂ ଗୋ ମାତାଙ୍କୁ ସମ୍ମାନ ଦେବା ସହ…

ଯୋବ୍ରା ସିରିଜ ଦୁର୍ଘଟଣା; ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୋଲିସ

କଟକ: କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ମାମଲା । ଆଜି ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ । ଗରିଫ ଅଭିଯୁକ୍ତ ଚାଳକ ହେଉଛି ରାଜେନ୍ଦ୍ର ପରିଜା । ସେ ଜଣେ କାର୍ ମେକାନିକ । ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ…