Latest Odisha News

BREAKING NEWS

Yearly Archives

2024

ଏମିତି ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖେଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ!

ବେଙ୍ଗାଲୁରୁ: ଏମିତି ଏକ ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖାଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ । କୌଣସି ବାହାର ଦେଶରେ ନୁହେଁ ଏଭଳି ଏକ ମଲ୍ ରହିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ । କଥା ଟା ଅଜବ ଲାଗୁଥିଲେ ମଧ୍ୟ ସତ । ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡ ଅଞ୍ଚଳରେ ରହିଛି 'ଫୋନିକ୍ସ' ମଲ୍…

ଭିତରକନିକାରେ ବଢୁଛି ପକ୍ଷୀଙ୍କ ସଂଖ୍ଯା

କେନ୍ଦ୍ରାପଡା: ଚଳିତ ମୌସୁମୀ ଋତୁରେ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀଙ୍କ ସଂଖ୍ଯା ବଢିଥିବା ନେଇ ସୋମବାର ସୂଚନା ଦେଇଛନ୍ତି ବନ କର୍ମଚାରୀ। ସରକାରୀ ପକ୍ଷୀ ଗଣନା ଅନୁଯାୟୀ, ଭିତରକନିକାରେ ଦଶ ପ୍ରଜାତିରେ ୧,୩୦,୧୨୩ ପକ୍ଷୀ ଅଛନ୍ତି। ତେବେ ୨୦୨୩ ମସିହା ପକ୍ଷୀ ଗଣନା ତୁଳନାରେ ୬୨୬୫…

ଘର ଭାଙ୍ଗି ହାତୀ ଖାଇଗଲେ ୧୦ ହଜାର ଟଙ୍କା

କେନ୍ଦୁଝର: ହାତୀ ଖାଇଗଲା ଟଙ୍କା । ତାହା ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ଏକାଥରକେ ୧୦ ହଜାର ଟଙ୍କା ଏଭଳି କଥା କେବେ ଶୁଣିଛନ୍ତି । ଏଭଳି ଏଖ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିରେ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ହାତୀପଲ…

ପାକିସ୍ତାନକୁ କ୍ୟାନ୍ସର ସହ କାହିଁକି ତୁଳନା କଲେ ଯୋଗୀ? 

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାରି ମଧ୍ଯରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ କ୍ୟାନ୍ସର ବୋଲି ବିବେଚନା କରିଛନ୍ତି ଏବଂ ଏହାର ଚିକିତ୍ସା ନହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ…

କ’ଣ ଏହି ହେଲିକପ୍ଟର ପ୍ୟାରେଣ୍ଟିଂ, ଏହା ଦ୍ବାରା ପିଲା ଉପରେ କି ପ୍ରଭାବ ପଡେ?

ଭୁବନେଶ୍ବର: ପିତାମାତା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗଭୀର ଓ ସୁନ୍ଦର ସମ୍ପର୍କ ଅଟେ । ପ୍ରେମ, ଚିନ୍ତା, ମଜା ଏବଂ ଥଟ୍ଟା ଏହି ସମ୍ପର୍କରେ ଅଛି, କିନ୍ତୁ ବେଳେବେଳେ ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ଜୀବନରେ ଆବଶ୍ୟକତା ଠାରୁ ଅଧିକ ହସ୍ତକ୍ଷେପ କରନ୍ତି । ଏହା କରିବା…

‘କୌଣସି ଫୋନ୍‌ କଲ୍‌ ତଥା ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ’

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି…

ଗାଈ ଚରାଳୀଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ସ୍ଥିତ ଖରସୁଆ ନଦୀରେ ସୋମବାର ଦିନ ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଯାଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣକ ଇଚ୍ଛାପୁର ଗାଁର ଅଜମ୍ବର ନାୟକ। ସେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀର ତାଙ୍କୁ ନଦୀ ମଧ୍ଯକୁ ଟାଣି ନେଇଛି।…

ପୋଲିଓ ଟୀକାକରଣକୁ ରୋକିଲା ତାଲିବାନ

କାବୁଲ: ଆଫଗାନିସ୍ତାନର ତାଲିବାନ ଶାସନ ପୁଣିଥରେ ନିଜର କଠୋରତା ଦେଖାଇଛି। ଆଫଗାନିସ୍ତାନରେ ପୋଲିଓ ଟୀକାକରଣ ଅଭିଯାନକୁ ତାଲିବାନ ଅଟକାଇ ଦେଇଛି। ଯାହା ହି ମାସରୁ ଆରମ୍ଭ ହୋଇଥାନ୍ତା । ଏନେଇ ମିଳିତ ଜାତିସଂଘ ସୋମବାର ସୂଚନା ଦେଇଛି। ଆଫଗାନିସ୍ତାନ ହେଉଛି ଏଭଳି ଦେଶ ଯେଉଁଠାରେ ପିଲାମାନଙ୍କ…

ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସନ୍ତାକାଲି ସକାଳ ଯାଏଁ ୨ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି ।…

ଅଜବ ଫ୍ୟାନ୍ସ, ହିରୋଙ୍କ ପାଇଁ ବନିଯାଇଥିଲେ ଚାକରାଣୀ

ମୁମ୍ବାଇ: ନିଜ ପ୍ରିୟ ହିରୋଙ୍କୁ ଅସଲ ଜୀବନରେ ଦେଖିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଅନେକ ସତ ଜୀବନରେ ଭେଟିଥାନ୍ତି ମଧ୍ଯ। କିନ୍ତୁ ଇଏ ଏଭଳି ଜଣେ ଫ୍ୟାନ୍ସ ଯିଏ ନିଜ ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ବନିଯାଇଥିଲେ ଚାକରାଣୀ। ଏପରି ଏକ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ…