Latest Odisha News

BREAKING NEWS

Yearly Archives

2024

ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି: ଶାହା

ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରଚାର ପ୍ରସାର । ଦଳର ବିଭିନ୍ନ ରାଜନେତାମାନେ ପରସ୍ପରକୁ ଟାର୍ଗେଟ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି କିସ୍ତୱାଡରେଚାଲିଥିବା ଏକ ନିର୍ବାଚନ ରାଲିରେ…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୧ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ସୋମବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ,କୋରାପୁଟ, ଗଞ୍ଜାମ, ଢେଙ୍କାନାଳ…

ରାଜଧାନୀରେ ଅସଲି ବୋତଲରେ ନକଲି ମଦ, ବୁଲିଲା ଜେସିବି

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ।  ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର । ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି…

ଏମ୍‌ପକ୍ସକୁ ନେଇ ହାଇଆଲର୍ଟ! ବେଙ୍ଗାଲୁରୁ ବିମାନ ବନ୍ଦରରେ ଯାଞ୍ଚ ଓ ସୁରକ୍ଷା ବ୍ୟବସ୍ଥା କଡାକଡି

ବେଙ୍ଗାଲୁରୁ: ଭାରତରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ ହେବା ପରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ବର୍ତ୍ତମାନ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପରୀକ୍ଷା ହେବା ବାଧ୍ୟତାମୂଳକ କରିଛି। ନିକଟରେ ଦିଲ୍ଲୀରେ ଏକ ମାମଲା…

୧୦ ବର୍ଷରେ ସମୁଦ୍ରରେ ଲୀନ ହୋଇଯିବ ଘର, ତଥାପି ୩କୋଟି ଦେଇ ଘର କିଣିଲେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ଲଟ ଟେ ହେଉ ବା ଘର ଟେ କିଣିବାର ପ୍ରାୟ ସମସ୍ତଙ୍କ ସ୍ଵପ୍ନ ଥାଏ । ଧନୀରୁ ଗରିବ ସମସ୍ତଙ୍କ କେବଳ ଗୋଟେ ସ୍ଵପ୍ନ ଯେ ସେ ତାଙ୍କର ମନ ପସନ୍ଦର ଘରଟେ କରିବେ । କିଏ ପ୍ଲଟ କିଣି ନିଜ ଇଚ୍ଛା ମୁତାବକ ଘର କରେ ତ କିଏ ସିଧାସଳଖ ଘର କିଣିଦିଏ । କିନତୁ ଘର ହେଉ ବା ପ୍ଲଟ କିଣିବା…

ସୁଭଦ୍ରାରେ ମାତିଲେଣି ସାଇବର ଠକ: ସତର୍କ କରାଇଲେ ସରକାର

ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା । ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି…

ଟ୍ରକ୍‌ ସହ ଜିପ୍ ର ମୁହାଁମୁହିଁ ଧକ୍କା ୯ ମୃତ ୧୫ରୁ ଉର୍ଦ୍ଧ୍ବ ଗୁରୁତର

ଜୟପୁର: ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ…

ଚୀନରେ ବେବିଙ୍କା ପ୍ରଳୟ; ୭୫ ବର୍ଷ ପରେ ସବୁଠୁ ଶକ୍ତିଶାଳୀ ବାତ୍ଯା

ବେଜିଂ: ଚୀନରେ ବେବିଙ୍କା ପ୍ରଳୟ। ଚୀନର ସାଂଘାଇ ସହରରେ ସୋମବାର ଦିନ 'ବେବିଙ୍କା' ଲ୍ୟାଣ୍ଡଫଲ କରିଛି। ଯାହା ଗତ ୭୫ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ବାତ୍ଯା ବୋଲି କୁହାଯାଉଛି। ସାଂଘାଇର କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟ ସାଂଘାଇର…

ସୁଭଦ୍ରା ଦ୍ବନ୍ଦ୍ବ ଦୂର କଲେ ଉପମୁଖ୍ୟମନ୍ତ୍ରୀ: ୧ ଟଙ୍କା ନଯାଇଥିଲେ ବି ପାଇବେ

ଭୁବନେଶ୍ବର: କ’ଣ ଆପଣଙ୍କ ଖାତାକୁ ବି ଯାଇନାହିଁ ସୁଭଦ୍ରା ଟ୍ରାଏଲର ଟଙ୍କାଏ? ତାହାଲେ କିଛି ବି ଚିନ୍ତା କରିବାର ବିଷୟ ନାହିଁ । ଟଙ୍କାଏ ନପାଇଲେ ବି ଆପଣଙ୍କ ଖାତାକୁ ଯିବ ସୁଭଦ୍ରା ସହାୟତା ରାଶି । ତେବେ ଶନିବାର ରାତିରେ ସୁଭଦ୍ରା ପଞ୍ଜିକରଣ କରିଥିବା କିଛି ମହିଳାଙ୍କ ବ୍ୟାଙ୍କ ଖାତାକୁ…

କ’ଣ ୫ ବର୍ଷ ଚାଲିପାରିବ ମିଳିତ ମେଣ୍ଟ ମୋଦି ସରକାର? କହିଦେଲେ ଗଡକରୀ…

ନୂଆଦିଲ୍ଲୀ: ଏବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ । ସେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ହେଉକି ମିଳିତ ମେଣ୍ଟର ଭବିଷ୍ୟତ ସବୁ ଥିଣେ ଖୋଲିକି ମତ ରଖିଛନ୍ତି ଗଡକରୀ । ଏହି ଗଲା ଶନିବାର ସେ ତାଙ୍କର ପ୍ରଧାମନ୍ତ୍ରୀ ହେବାର ିଚ୍‌ଚା ଉପରେ ମତ ରଖି…