Latest Odisha News

BREAKING NEWS

Yearly Archives

2024

ପଡିଲା ହାତଗଣ୍ଠି, ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ । ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ । ମାର୍ଚ୍ଚରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ସିକ୍ରେଟ ଭାବେ ବିବାହ କରିଥିବା ବେଳେ ଏବେ ଦମ୍ପତିଙ୍କ ବିବାହ ଫଟୋ…

୧୦ଟା ୫୦ରେ ପହଞ୍ଚିବେ ମୋଦି, ତା ପରେ ଖାତାକୁ ଚଢିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ…

ବାଇଡେନ ଓ କମଲାଙ୍କ ଉପରକୁ ହେଉନି ଆକ୍ରମଣ?, କାହିଁକି ଏ ପ୍ରଶ୍ନ କଲେ ମସ୍କ..

ନୂଆଦିଲ୍ଲୀ: ପୁଣି ଦ୍ବିତୀୟ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଆଉ ପୁଣି ଥରେ ଅଳ୍ପକେ ବଞ୍ଚିଯାଇଛନ୍ତି ଟ୍ରମ୍ପ । ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଏହି ପୂରା ଘଟଣା କ୍ରମ ମଧ୍ୟରେ ଏବେ ଏକ୍ସ ନିର୍ମାତା ମସ୍କଙ୍କ ମନ୍ତବ୍ୟ…

ଲୋକାର୍ପଣ ହେଲା ବ୍ୟାସକୃତ ‘ଅଧ୍ୟାତ୍ମ ରାମାୟଣ’ ପୁସ୍ତକର ଓଡ଼ିଆ ପଦ୍ୟାନୁବାଦ

ଭୁବନେଶ୍ୱର: ଲୋକାର୍ପଣ ହୋଇଯାଇଛି ବ୍ୟାସଦେବ କୃତ ‘ଅଧ୍ୟାତ୍ମ ରାମାୟଣ’ର ଓଡିଆ ପଦ୍ୟାନୁବାଦ । ସଂସ୍କୃତ ରାମାୟଣକୁ ବିଭିନ୍ନ ରାଗ ରାଗିଣୀ ଓ ଅଳଙ୍କାର ଦେଇ ସରଳ ଓଡିଆ ଭାଷାରେ ପଦ୍ୟାନୁବାଦ କରିଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ପାଲା ଗାୟକ (ଗାୟକ ସମ୍ରାଟ୍‌) ଲକ୍ଷ୍ମୀଧର…

ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର

ନୂଆଦିଲ୍ଲୀ: ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଦ୍ୟ ଲଞ୍ଚ୍‌…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ରହିବ ଏହି କଟକଣା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର…

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା ଖାଇବା ତେଲ ଦର: ଜାଣନ୍ତୁ ଲିଟର୍‌ ପିଛା କେତେ

ଭୁବନେଶ୍ୱର: ଦୁଇମାସ ତଳେ ରାଜ୍ୟରେ ଆଳୁ ଦର ହୁହୁ ହୋଇ ବଢ଼ିଥିଲା। ସେଥିରୁ ସାମାନ୍ୟ ଆଶ୍ଵସ୍ତି ପାଇଲା ପରେ ଏବେ ବଢିଲା ଖାଇବା ତେଲ ଦର। ଦେଶରେ ଏବେ ଆରମ୍ଭ ହେଲାଣି ପାର୍ବଣ। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏହାରି ଭିତରେ ତେଲ ଦର ବୃଦ୍ଧି ହେବା ପରେ ଖାଉଟିଙ୍କୁ…

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଆତଙ୍କ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଡେଙ୍ଗୁରେ ଗଲାଣି ଦୁଇ ଜଣଙ୍କ ଜୀବନ । ଲୋକ ନାୟକ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସଫଦରଜଙ୍ଗ ହସ୍ପିଟାଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା…

ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ ଖୋର୍ଦ୍ଧା ରେଳ ଡିଭିଜନ…

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ…