Latest Odisha News

BREAKING NEWS

Yearly Archives

2024

ଫୁଲୁଛି ନଦୀ, ଭୟରେ ଲୋକେ, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ଵର: ବିପଦ ସଙ୍କେତ ଉପରେ ଜଳକା ନଦୀ । ବାଲେଶ୍ବର ବସ୍ତା ମଥାନୀଠାରେ ବିପଦ ସଙ୍କେତ ଡେଇଁଲା ଜଳକା । ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଏବେ ୬.୬୭ ମିଟରରେ ଜଳ ପ୍ରବାହିତ ହେଉଛି । ଦୁଇ ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି…

ଆହୁରି ୨ଦିନ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି…

ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ ତେଲ…

ଆଜି ବିଶ୍ୱକର୍ମା ପୂଜା : ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ବ

ଭୁବନେଶ୍ଵର: ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଗାଁରୁ ସହର ସବୁଠି ଉତ୍ସବ ମୁଖର । କଳକାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ବେଶ ଧୂମାଧାମରେ ପାଳନ କରାଯାଉଛି ପୂଜା । ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ,…

ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ, ଜଣେ ଗିରଫ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି…

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା; ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପ୍ରଭାବରେ ଆଗକୁ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ପରେ…

ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ: ଚାଲିଲା ୬୮ ଅଙ୍କ, ୧୪୩୨ ସାଲ

ପୁରୀ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଆଜି ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ…

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ଆଜି ବିପଦ ସଙ୍କେତ ଉପରେ ଚାଲୁଛି ଜଳକା ନଦୀର ପାଣି । ଫଳରେ ଭୟଭୀତ ହୋଇପଡିଛନ୍ତି ନଦୀ କୂଳିଆ ଲୋକେ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ସକାଳ ୬ଟା…

ଶତ୍ରୁ ପାଇଁ ଆତଙ୍କ: ୨୦୨୫ ସୁଦ୍ଧା ପ୍ରଥମ ଉଡାଣ ଭରିବ ଏଲସିଏ ତେଜସ୍ ମାର୍କ-୨

ଯୋଧପୁର: ସ୍ୱଦେଶୀ ଆଧୁନିକ ଯୁଦ୍ଧ ବିମାନ LCA Tejas Mark-2 ୨୦୨୫ ରେ ଏହାର ପ୍ରଥମ ବିମାନ ଉଡ଼ିବାକୁ ଯାଉଛି। ରାଜସ୍ଥାନର ଯୋଧପୁରରେ ଏକ କାର୍ଯ୍ୟକ୍ରମ ସମୟରେ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି ଏହି ସୂଚନା ଦେଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ସ୍ୱଦେଶୀ ପଞ୍ଚମ ପିଢ଼ିର…

ଆଇନଷ୍ଟାଇନଙ୍କ ‘ପରମାଣୁ ଚିଠି’ର ମୂଲ୍ୟ ୩୨ କୋଟି

ନୂଆଦିଲ୍ଲୀ: ଦୁନିଆର ମହାନ ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ । ସେ ବି ଥିଲେ ଜଣେ ମାନବବାଦୀ ବୈଜ୍ଞାନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି’ ରୁଜଭେଲ୍ଟଙ୍କୁ ଏକ ଚିଠି ଲେଖିଥିଲେ ଆଇନଷ୍ଟାଇନ୍ । ପରମାଣୁ ଅସ୍ତ୍ରଶସ୍ତ୍ରର ଚେତାବନୀ ଦେଇ…