ଗୁଣି ଗାରେଡି ସନ୍ଦେହ: ଗୋଟିଏ ପରିବାରର ୫ଙ୍କୁ ହତ୍ୟା
ମାଲକାନଗିରି: ପୁଣି ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ଓ ୨ ଜଣ ପୁରୁଷ । ସେମାନେ ହେଲେ ମୌସମ…