Latest Odisha News

BREAKING NEWS

Yearly Archives

2024

କେଜରୀୱାଲ ପୁଣି ଖେଳିଲେ ‘ଇମାନଦାରୀ କାର୍ଡ’

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜାମିନରେ ଜେଲରୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରୀୱାଲ । ଦୁଇ ଦିନ ପରେ ସେ ପଦ ଛାଡିଦେବେ ବୋଲି ଘୋଷଣା କରିଛନ୍ତି କେଜ୍ରୀୱାଲ । ଜନତା ତାଙ୍କୁ ସଚ୍ଚୋଟତାର ସାର୍ଟିଫିକେଟ ନ ଦେବା ଯାଏଁ ସେ…

ନୂଆପଡା ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ନରହିବା ନେଇ ଆନ୍ଦୋଳନର ଚେତାବନୀ

ନୂଆପଡ଼ା: ଆସନ୍ତା ୧୭ ତାରିଖରେ ଗଡିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ । ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରହଣି କରି ବିଶଖାପାଟଣାରେ ପହଞ୍ଚିବ । ଏହି…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦୀପିକା, ସାମ୍ନାକୁ ଆସିଲା ଦମ୍ପତିଙ୍କ ପ୍ରଥମ ଝଲକ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କପଲ୍ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ୮ ସେପ୍ଟେମ୍ବର ୨୦୨୪ ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ସେମାନେ ନିଜର ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି। ସେମାନେ ଗୋପନ ରଖିବାକୁ…

ଶିକ୍ଷାଦୂତଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

ସୁକମା: ଛତିଶଗଡ଼ରେ ପୁଣି ବର୍ବରକାଣ୍ଡ ଘଟାଇଲେ ମାଓବାଦୀ । ଆଜି ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ । ଏନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ଷଣ୍ଢକୁ ଦଣ୍ଡ: ଫସଲ ଖାଇଲା ବୋଲି ଭୋକ ଉପାସରେ ବାନ୍ଧିକି ରଖିଲେ ସପ୍ତାହେ

ନବରଙ୍ଗପୁର: ଦିନକୁ ଦିନ ନିଷ୍ଠୁର ହେବାରେ ଲାଗିଛନ୍ତି ମଣିଷ । ଜୀବଙ୍କ ପ୍ରତି କ୍ରୁରତା ବଢିବାରେ ଲାଗିଛି । ଏହି ନିକଟରେ ଯେଉଁଭଳି ଭାବେ ସାପଟିର ଜୀବନ ନେଲେ ତାହା ନିନ୍ଦନୀୟ । ତାକୁ ବିତିବାର ଦିନ ଟିଏ ବି ହୋଇନି ଆଜି ମଧ୍ୟ ମଣିଷର ନିଷ୍ଠୁରତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ।…

ମିନି-ମୁନ୍ କଣ ? ଖୁବଶୀଘ୍ର ପୃଥିବୀକୁ ମିଳିବ ଦ୍ଵିତୀୟ ଚନ୍ଦ୍ର

ନୂଆଦିଲ୍ଲୀ: ଆମ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ହେଉଛନ୍ତି ସବୁଠାରୁ ଅନନ୍ୟ। ଆମର ଦିନ ଏବଂ ରାତି, ପର୍ବପର୍ବାଣି ସୂର୍ଯ୍ୟ-ଚନ୍ଦ୍ର ଉପରେ ଆଧାରିତ। ସୂର୍ଯ୍ୟ ସ୍ଥିର ଏବଂ ପୃଥିବୀ ଏହାର ଚତୁର୍ଦ୍ଦିଗରେ ବୁଲେ। ସେହିପରି ଚନ୍ଦ୍ର ପୃଥିବୀ ଚାରିପଟେ ବୁଲେ। ତେଣୁ ବିଜ୍ଞାନ ଭାଷାରେ ଏହାକୁ…

ଥାନାରେ ଏସଆଇଙ୍କୁ ଆକ୍ରମଣ କଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାନା ଭିତରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଯେଉଁଥିରେ ଥାନାର ଏସଆଇଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି । ଖବର ମୁତାବକ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି…

୧୭ରେ ଆସୁଛନ୍ତି ମୋଦି: ଜଗିବେ ୮୧ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର: ୧୭ ତାରିଖ ଅର୍ଥାତ ମଙ୍ଗଳବାର ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କର ଜନ୍ମ ଦିବସ ଅବସରରେ ରାଜ୍ୟରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ…

କେଜ୍ରିଓ୍ବାଲଙ୍କ ଇସ୍ତଫା ଉପରେ ଦିଓ୍ବାର ଫିଲ୍ମ ଡାଇଲଗ କହିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଆମ୍ ଆଦମୀ ପାର୍ଟିର ନେତାମାନେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆପ୍ ସାଂସଦ ରାଘବ ଚଡ୍ଡା ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କୁ…

କାଲି ପ୍ରବଳ ବର୍ଷିବ, ୧୭ରୁ ଥମିବ

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହା ରହିଛି । ପରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତିକରିବ ।  ଏହାର ପ୍ରଭାବରେ ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣର ଅନେକ…