ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ର ବୃଦ୍ଧିରେ ସହାୟକ ହେବ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ
ବ୍ରହ୍ମପୁର: ଆଜି ରାଜ୍ୟରେ ଦୁଇଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବ୍ରହ୍ମପୁରରୁ ଟାଟାନଗର ଏବଂ ରାଉଲକେଲାରୁ ହାଓ୍ବଡା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ମଧ୍ୟ ରାଜ୍ୟରେ ଆଉ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।…