Latest Odisha News

BREAKING NEWS

Yearly Archives

2024

‘୨ ଦିନରେ ପଦ ଛାଡିବି’: ବଡ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ଏମିତି କିଛି ବଡ ଘୋଷଣା କରିଛନ୍ତି ନିଜେ କେଜ୍ରିଓ୍ବାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ବାହାରିବାର ଦିନକ ପରେ ଏପରି କିଛି ଘୋଷଣା କରିଛନ୍ତି…

ଅଜବ ନିୟମ: କବରରୁ ବାହାର କରି ମୃତକଙ୍କୁ ପିନ୍ଧାନ୍ତି ନୂତନ ପୋଷାକ

ନୂଆଦିଲ୍ଲୀ: ଦୁନିଆର ସବୁ ଦେଶରେ ଭିନ୍ନ ଭିନ୍ନ ଧର୍ମର ଲୋକ ରହୁଛନ୍ତି । ସବୁ ଧର୍ମର ଲୋକମାନଙ୍କର ନିଜସ୍ୱ ରୀତିନୀତି ରହିଛି। ଘରେ ଜଣଙ୍କର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସବୁ ଧର୍ମର ରୀତିନୀତି ଭିନ୍ନ ଭିନ୍ନ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ସଂସ୍କୃତି ବିଷୟରେ…

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ…

ଭାଙ୍ଗିଲା ରେଡ୍ ମଡ୍ ପଣ୍ଡ, ଚାରିଆଡେ ଲାଲ ମାଟି ପାଣିର ବନ୍ୟା

କଳାହାଣ୍ଡି: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ । ଚାଷ ଜମିରେ ମାଡିଗଲା ଲାଲ କାଦୁଅ ପାଣି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ବସନ୍ତ ପଡ଼ାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡ଼ି ପଡ଼ିଛି । ଆଜି ରାତି ପ୍ରାୟ ୩ଟା ସମୟରେ ରେଡ୍ ମଡ୍ ପଣ୍ଡଟି…

ଓଡିଶାରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ

ବ୍ରହ୍ମପୁର: ଓଡିଶା ବ୍ରହ୍ମପୁର ଓ ରାଉଲକେଲାରୁ ଗଡିଲା ଆଉ ୨ଟି ବନ୍ଦେ ଭାରତ ରେଳ । ବ୍ରହ୍ମପୁର ରେଳ ଷ୍ଟେସନରୁ ବ୍ରହ୍ମପୁର-ଟାଟାନଗରକୁ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଛି । ସେହିପରି ରାଉଲକେଲାରୁ ହାଓ୍ବଡା ଅଭିମୁଖେ ମଧ୍ୟ ଗଡିଛି ବନ୍ଦେ ଭାରତ ଟ୍ରେନ୍ । ଏନେଇ ଭିଡିଓ କନଫରେନ୍ସ ମାଧ୍ୟମରେ…

ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ଵର: ପରୀକ୍ଷାମୂଳକ ଭାବେ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । 'ସୁଭଦ୍ରା' ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା । ଏନେଇ 'ସୁଭଦ୍ରା'ଶୋଭାଯାତ୍ରାରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ…

ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ୍ୟୁ, ୫ ଗୁରୁତର

ମୀରଟ: ଉତ୍ତର ପ୍ରଦେଶ ମୀରଟରେ ବଡ଼ ଅଘଟଣ। ପ୍ରବଳ ବର୍ଷାରେ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଧ୍ଵଂସାବଶେଷ ତଳେ ଥିବା ବାକି ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ଏହି ଅଘଟଣ ଘଟିବା ପରେ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ଓ…

ସକ୍ରିୟ ରହିଛି ଗଭୀତ ଅବପାତ, ଉତ୍ତର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ପଶ୍ଚିମବଙ୍ଗରେ ସକ୍ରିୟ ରହିଛି ଗଭୀତ ଅବପାତ । ପ୍ରଭାବରେ ଉତ୍ତର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପୂର୍ବାହ୍ନ ଯାଏ ଗଭୀର ଅବପାତ ରୂପରେ ସକ୍ରିୟ ରହିବ । ଆଗାମୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାପରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ଶ୍ରୀନଅରରେ ମହାରାଜଙ୍କ ସୁନିଆ ଉତ୍ସବ

ପୁରୀ: ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ପଇତା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ବିଧି ଅନୁଷ୍ଠିତ ହେବ। ବାମନ ଜନ୍ମନୀତି ପାଇଁ ଅପରାହ୍ନ ୫ଟାରୁ ରାତି…

ଇଞ୍ଜିନିୟର ଦିବସ ଓ ସାର୍ ବିଶ୍ବେଶ୍ବରାୟ

ଭୁବନେଶ୍ଵର: ଇଞ୍ଜିନିୟରିଂ ହେଉଛି ଏପରି ଏକ ବୃତ୍ତି ଯେଉଁଥିରେ ବିଜ୍ଞାନର ଜ୍ଞାନ ଏବଂ ଗଣିତର କୌଶଳ ବ୍ୟବହୃତ ହୁଏ । ଯାହା ମାନବଜାତି ପାଇଁ ଲାଭଦାୟକ ହୋଇଥାଏ । ବିଭିନ୍ନ କାରଣରୁ ଏହା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇଥାଏ । ଭବିଷ୍ୟତରେ ଇଞ୍ଜିନିୟର ମାନେ କିପରି ଭାବେ ସମାଜ…