Latest Odisha News

BREAKING NEWS

Yearly Archives

2024

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ, ୯ ଆହତ

ବାରିପଦା/ବଲାଙ୍ଗିର: ସକାଳୁ ସକାଳୁ ୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରସ୍ୟାମ ହରାଇ ଗଛରେ ପିଟି ହେଲା…

‘ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ’

ଭୁବନେଶ୍ୱର: ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି କହିଥିଲେ ଯେ, ଅଙ୍ଗଦାନ କରି ଯେପରି ଜଣେ ବ୍ୟକ୍ତିକୁ…

ଚିଦାମ୍ବରମଙ୍କ ଚା’ ଚର୍ଚ୍ଚା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଚା’ ଦର ସଂପର୍କିତ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା । ଭାଇରାଲ ହେଉଛି ଚିଦାମ୍ବରମଙ୍କ ଚା’ ପୋଷ୍ଟ । ପୁଣି ଥରେ ଚିଦାମ୍ବରମ ଏୟାରପୋର୍ଟରେ ମହଙ୍ଗା ଚା’ ମୂଲ୍ୟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…

ମହାକାଶରୁ ମୁହଁ ଖୋଲିଲେ ସୁନୀତା: ‘ଏତେ ଡେରି ହେବ ବୋଲି ଭାବିନଥିଲୁ’

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ସୁନୀତା ୱିଲିୟମସ ଓ ବୁଚ୍ ୱିଲମୋର ଶେଷରେ ମୁହଁ ଖୋଲିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇଏସଏସରୁ ଦୁଇ ମହାକାଶଚାରୀ ଲାଇଭ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ସୁନୀତା ୱିଲିୟମସ । ବିଭିନ୍ନ ପ୍ରଶ୍ନର…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କଠାରୁ ମୁଁ ଫିଟ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଦଳର ସବୁଠାରୁ କିଏ ଫିଟ ଖେଳାଳିଙ୍କ ସମ୍ପର୍କରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି…

ଶୁଣନ୍ତୁ ଆମ ଗୁହାରୀ

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ଟେବୁଲକୁ ତ ଗଲେ ନାହିଁ । କାର୍ଯ୍ୟରେ ଯୋଗ ଦେବା ପାଇଁ ମମତାଙ୍କ ଅପିଲ୍ ବି ପ୍ରଭାବ ପକାଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମମତାଙ୍କ ପ୍ରସ୍ତାବ ମଧ୍ୟ ବିକ୍ଷୋଭକାରୀ ଜୁନିଅର ଡାକ୍ତରମାନଙ୍କୁ ପ୍ରଭାବିତ…

‘ସାମୁଦ୍ରିକ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା’

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ର ତୃତୀୟ ଦିନରେ ‘ଟ୍ୟାପିଂ ଦ ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯାଇଥିଲା । ଏଥିରେ ଯୋଗ ଦେଇ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶାରେ ଥିବା…

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ…

୧୭ରେ ବିଏମସି ଅଧିନରେ ଥିବା ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜ ଗୁଡିକ ସେହିଦିନ…

ଫ୍ରେଣ୍ଡଶିପ କପ ଫୁଟବଲ ଟୁର୍ଣ୍ଣାମେଂଟ ଜିତିଲା ଲିଡର୍ସ ଏକାଦଶ

ଭୁବନେଶ୍ୱର: ଓଡିଶା ଫୁଟବଲ ଏକାଡେମୀରେ ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ କପ ଟୁର୍ଣ୍ଣାମେଂଟରେ ଲିଡର୍ସ ଏକାଦଶ ପେନାଲ୍ଟି ଶୁଟ ଆଉଟ(୩-୦)ରେ ଅଫିସର୍ସ ଏକାଦଶକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ । ନାଭାଲ ଟାଟା ହକି ଏକାଡେମୀର…