Latest Odisha News

BREAKING NEWS

Yearly Archives

2024

ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି: ରାଜ୍ୟପାଳ

ଭୁବନେଶ୍ୱର: ଯୁବଶକ୍ତି ହେଉଛି ଦେଶର ସବୁଠୁ ବଡ଼ ଶକ୍ତି। ଆଜି କିଟ୍‍ ବିଶ୍ୱବିଦ୍ୟାଳୟର ବିଂଶତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ରାଜ୍ୟପାଳ ରଘୁବର ଦାସ। ଯୁବଶକ୍ତି ହେଉଛି ଭବିଷ୍ୟତର ମୂଳଦୁଆ। ଏହି ଯୁବଉର୍ଜା, ଉତ୍ସାହ ଓ ନବସର୍ଜନା ସହ ଭାରତ ଆଜି ବିଶ୍ୱରେ…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍: ଭାରତ ପାଇଁ ବାଂଲାଦେଶ ଚ୍ୟାଲେଂଜ

ନୂଆଦିଲ୍ଲୀ: ବେଶ୍ କିଛି ମାସ ପରେ ପୁଣି ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ବାଂଲାଦେଶ, ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ପରେ ହାଇପ୍ରୋଫାଇଲ୍ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ମାନେ ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତବହୁଳ ଟେଷ୍ଟ ସିରିଜ୍ । ପ୍ରଥମେ…

ବିଜୟଙ୍କ ଶେଷ ଫିଲ୍ମ ଅକ୍ଟୋବର ୨୦୨୫ରେ ହେବ ରିଲିଜ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଫିଲ୍ମ ଦଳପତି ୬୯ର ରିଲିଜ ଡେଟ କେବେ ହେବ ତାର ଘୋଷଣା ମେକର୍ସ କରିଛନ୍ତି । ବିଜୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏହା ତାଙ୍କର ଶେଷ ଫିଲ୍ମ ହେବ କହିଥିଲେ । କେଭିଏନ ପ୍ରଡକ୍ସନ ଏହି ଫିଲ୍ମ ନିର୍ମାଣ କରୁଛି । ଆସନ୍ତା ବର୍ଷ ଅକ୍ଟୋବରରେ ଫିଲ୍ମ…

ଆସନ୍ତା ୧୮ ତାରିଖ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ

ପୁରୀ: ଖୁବଶୀଘ୍ର ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବାକୁ ଯାଉଛି ପରଦା। ଗୁପ୍ତ କୋଠରୀ, ଗୁପ୍ତ ସୁଡଙ୍ଗ ଓ ଗୁପ୍ତଧନ ଚର୍ଚ୍ଚା ଉପରୁ ପଡିବାକୁ ଯାଉଛି ପୂର୍ଣ୍ନଚ୍ଛେଦ। ଆସନ୍ତା ୧୮ ତାରିଖରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ବା ଯାଞ୍ଚ ଅନୁଷ୍ଠିତ ହେବ ।…

ଚୀନ୍ ପାଇଁ ପେନସନ୍ ଟେନସନ୍, ବଢାଇଲା ଅବସର ବୟସ

ବେଜିଂ: ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚୀନ୍ ଏବେ ଏକ ନୂଆ ସଂକଟ ଦେଇ ଗତି କରୁଛି । ଜନସଂଖ୍ୟାରେ ଏକ ବଡ ଭାଗ ବୁଢା ହେବାରେ ଲାଗିଛନ୍ତି । ମାନେ କମ୍ୟୁନିଷ୍ଟ ଚୀନରେ ବଢି ଚାଲିଛି ବୟସ୍କ ଲୋକଙ୍କ ସଂଖ୍ୟା । ଆଉ ଏହା ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ଯୁବ ୱାର୍କଫୋର୍ସ ସଂଖ୍ୟା କମ୍…

ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ। ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୨୦୨୪ ଯୁବ ସମ୍ମିଳନୀରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାମିଲ ହେବା ସହ ନିଜ ମତ ରଖିଥିଲେ। ପ୍ରାଇମ୍ ଭିଡିଓ ସିରିଜ୍ କଲ୍ ମେ ବାଇରେ ଜବରଦସ୍ତ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଥିବା ଏହି ଅଭିନେତ୍ରୀ…

ତାଜମହଲର ମୁଖ୍ଯ ଗମ୍ବୁଜରୁ ଗଳୁଛି ପାଣି

ଆଗ୍ରା: ଆଗ୍ରାରେ ଲଗାତାର ତିନି ଦିନ ଧରି ପ୍ରବଳ ବର୍ଷା ହେତୁ ତାଜମହଲର ମୁଖ୍ୟ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ଖାଲି ଏତିକି ନୁହେଁ ତାଜମହଲ ପରିସରରେ ଥିବା ଏକ ବଗିଚା ମଧ୍ୟ ପାଣିରେ ବୁଡି ଯାଇଛି। ଯାହାର ଭିଡିଓ ଗୁରୁବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ…

ଅଭିନୟ ଜଗତରୁ ସନ୍ୟାସ ନେଲେ ଥାଲାପତି ବିଜୟ

ଚେନ୍ନାଇ: ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆଉ ଫିଲ୍ମରେ ଦେଖାଯିବେ ନାହିଁ ଥାଲାପତି । ଅଭିନେତା ଫିଲ୍ମ ଜଗତକୁ ଛାଡିବାକୁ ମନସ୍ଥ କରିଛନ୍ତି । ଏନେଇ ଅଭିନେତା ଜଣକ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛନ୍ତି । ଏହି ଭିଡିଓଟି…

ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ଅପରାଜେୟ ଭାବେ ସେମିରେ ପ୍ରବେଶ କଲା ଭାରତ

ହୁଲୁନବୁଇର: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ କ୍ରମାଗତ ୫ମ ବିଜୟ ସହ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନର ଏହା ପ୍ରଥମ ପରାଜୟ । ୮ମ ମିନିଟରେ ଅହମ୍ମଦ…

ଏସଏସବିର ଡିଜି ହେଲେ ଅମ୍ରିତ ମୋହନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ ଓଡ଼ିଶା-କ୍ୟାଡର ଆଇପିଏସ୍ ଅଧିକାରୀ ଅମ୍ରିତ ମୋହନ ପ୍ରସାଦ ଶନିବାର ଦିନ ସଶସ୍ତ୍ର ସୀମା ବଳ (ଏସଏସବି) ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଦଲଜିତ ସିଂ ଚୌଧୁରୀଙ୍କ ସ୍ଥାନ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ  ନୂଆଦିଲ୍ଲୀର ମୁଖ୍ୟାଳୟରେ ସେ ଏସଏସବିରେ…