ଆଉ ମାତ୍ର ୩ ଦିନ ପରେ ମହିଳାଙ୍କ ଖାତାକୁ ଚଢିବ ପ୍ରଥମ କିସ୍ତି, ହେଲାଣି ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ
ଭୁବନେଶ୍ବର: ବଢୁଛି ସୁଭଦ୍ରା କ୍ରେଜ୍ । ଦିନ ଯେତେ ଗଡି ଗଡି ଯାଉଛି ସେତିକି ପଞ୍ଜୀକରଣ ମଧ୍ୟ ବଢି ବଢି ଯାଉଛି । ଗତ ୧୨ ତାରିଖ ସୁଦ୍ଧା ପ୍ରାୟ ୫୦ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇସାରିଲାଣି । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଓଡିଶା ଗସ୍ତ କରି ତାଙ୍କ ସ୍ବହସ୍ତରେ ସୁଭଦ୍ରାର…