Latest Odisha News

BREAKING NEWS

Yearly Archives

2024

ଚାନ୍ଦିପୁର ଘାଟିରେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ, ଅସ୍ଥାୟୀ ଶିବିରରେ ରହିବେ ଲୋକ

ବାଲେଶ୍ବର: ଆଜି ପୁଣି ହେବ କ୍ଷେପଣାସ୍ତ୍ର ପରୀକ୍ଷଣ। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ। କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ନିର୍ଦ୍ଧାରିତ ସାଢେ ଦୁଇ…

କୂଟନୀତିର ବଡ଼ ବିଜୟ, ପୁଟିନଙ୍କୁ ଭେଟି କଣ କହିଲେ ଡୋଭାଲ୍

ମସ୍କୋ: ଭାରତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର ଋଷର ସେଣ୍ଟ ପିଟ୍ସବର୍ଗରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ସେଠାରେ ସେ ଋଷ୍-ୟୁକ୍ରେନ ଯୁଦ୍ଧ ଏବଂ ୟୁକ୍ରେନରେ ଶାନ୍ତି ସ୍ଥାପନା ପ୍ରସଙ୍ଗରେ ପୁଟିନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବନ୍ୟା ପରିସ୍ଥିତି ଟଳିବା ପରେ ବ୍ୟାପିଲା ଝାଡ଼ାବାନ୍ତି: ୨ ମୃତ ଓ ୨ ଆକ୍ରାନ୍ତ

ମାଲକାନଗିରି: ଜିଲ୍ଲାରେ ବନ୍ୟା ପରିସ୍ଥିତି ଟଳିଗଲା। ହେଲେ ବ୍ୟାପିଗଲା ଝାଡାବାନ୍ତି। ମାଲକାନଗିରି ଜିଲ୍ଲାର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଅଟାଲଗୁଡ଼ା ଗ୍ରାମର ଦୁଇଜଣ ମହିଳାଙ୍କ…

ମା’ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ, ନୂଆ ଖାଇବେ ଲୋକେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ଆଜି ନୂଆ ଖାଇବେ ଲୋକେ। ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ। ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ। ନବାନ୍ନ ଲାଗି ପରେ ୧୨ଟା…

ସିଜେଆଇଙ୍କ ଘରେ ପିଏମଙ୍କ ଉପସ୍ଥିତି ନେଇ ଝଡ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ । ପ୍ରଧାନ ବିଚାରପତିଙ୍କ ନିରପେକ୍ଷତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବିଚାରପତିଙ୍କ ଘରକୁ ଯାଇ ଗଣେଶ ପୂଜାରେ ସାମିଲ ହୋଇଥିବାରୁ ବିବାଦ ସୃଷ୍ଟି…

ମହାକାଶରେ ଦୁନିଆର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍‌

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ନୂଆ ଇତିହାସ । ମହାକାଶରେ ପ୍ରଥମ ଥର ପାଇଁ ହୋଇଛି ପ୍ରାଇଭେଟ କମର୍ସିଆଲ ସ୍ପେସୱାକ୍ । ପୃଥିବୀରୁ ପ୍ରାୟ ୭ ଶହ କିଲୋମିଟର ଉଚ୍ଚରେ ହୋଇଛି ବିଶ୍ୱର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍ । ୧୯୭୦ ମସିହା ପରେ ପ୍ରଥମ ଥର ପାଇଁ ମଣିଷ ଏତେ ଉଚ୍ଚତା ଯାଏଁ ପହଞ୍ଚିଛି । ପୋଲାରିସ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାରଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।…

୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହାପରେ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର…

‘‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଯୋଡ଼ି ହେବେ ସମସ୍ତ ଆରଟିଓ’

ଭୁବନେଶ୍ୱର/କଟକ: ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୧ ଯାଏଁ ସ୍ୱଚ୍ଛତା ହିଁ ସେବା ଅଭିଯାନ ହେବ । ସ୍ୱଚ୍ଛତାକୁ ନେଇ ଏହି ଅଭିଯାନ ୧୫ ଦିନ ବ୍ୟାପୀ ଚାଲିବ । ଏହି ଅଭିଯାନରେ ସକ୍ରିୟତାର ସହ ଭାଗ ନେବ ରାଜ୍ୟ ପରିବହନ ପ୍ରାଧିକରଣ । ଚଳିତ ଥରର ଥିମ୍ ରହିଛି “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା”…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଗାମୀ ଦିନ ପାଇଁ ରୋଡ ମ୍ୟାପ ପସ୍ତୁତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ମାତ୍ର ୧୦୦ ଦିନର ଏହି ଉପଲବ୍ଧିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ସଂଗଠନ ପର୍ବ “ସଦସ୍ୟତା…