Latest Odisha News

BREAKING NEWS

Yearly Archives

2024

ଭନଙ୍କୁ ଗାଭାସ୍କରଙ୍କ କଡା ସମାଲୋଚନା: ସଚିନଙ୍କ ନାମରେ ରେକର୍ଡ ରହିବା କଣ ଭୁଲ କଥା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ଏକ ବୟାନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ଦିନ ତଳେ ଭନ କହିଥିଲେ ଜୋ ରୁଟ ସହଜରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ଏହା ନିଶ୍ଚିତ ଭାବେ ଟେଷ୍ଟ କ୍ରିକେଟକୁ ନୂଆ ଦିଗ…

ଚାମ୍ପିୟନ୍ସ ଟ୍ରଫି ହକି: ଭାରତର କ୍ରମାଗତ ଚତୁର୍ଥ ବିଜୟ

ବେଜିଂ:ଚଳିତ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୩-୧ ଗୋଲରେ କୋରିଆକୁ ପରାସ୍ତ କରି ବିଜୟ ଅଭିଯାନ ଜାରୀ ରଖିଛି । ଏହା ପୂର୍ବରୁ ଟିମ ଇଣ୍ଡିଆ ଚୀନକୁ ୩-୦ରେ, ଜାପାନକୁ ୫-୦ରେ ଓ ମାଲେସିଆକୁ ୮-୨ରେ ହରାଇଥିଲା । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଏବେ ଶେଷ ଲିଗ ମ୍ୟାଚରେ…

କମଲା ହାରିସଙ୍କ କ୍ୟାମ୍ପେନିଂ ଟିମରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ ଟ୍ରମ୍ପ ଏବଂ କମଲା ହାରିସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ପୁଅ ସମୟ ସାହୁ। ସମୟ କେବଳ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ଆମେରିକାର ଉପ-ରାଷ୍ଟ୍ରପତି ହ୍ୟାରିସଙ୍କ ପାଇଁ ପ୍ରଚାର…

ଇସ୍ତଫା ଦେବେ କି ମମତା! କାହିଁକି ଏପରି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ଇସ୍ତଫା ଦେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ମଧ୍ୟ ମମତାଙ୍କ ସହ ଆଲୋଚନା କରିବାକୁ ଆସିଲେନି ଆନ୍ଦୋଳନରତ ଡାକ୍ତରମାନେ । ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଆନ୍ଦୋଳନରତ ଡାକ୍ତରମାନେ ଆଲୋଚନା କରିବାକୁ ନ ଆସିବାରୁ ଏକ ବଡ ବୟାନ ଦେଇଛନ୍ତି ମମତା। ମମତା…

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର ହସ୍ପିଟାଲକୁ ଦାନ କଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ତାଙ୍କର ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ତେବେ ସେ ନମୋନିଆ…

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ‘ରେଡ୍ ୨’ର ନୂଆ ରିଲିଜ ଡେଟ୍

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟରେ 'ରେଡ୍'ର ନାମ ମଧ୍ୟ ଅନ୍ତର୍ଭୁକ୍ତ । ତାଙ୍କର ଆଗାମୀ ଚଳଚ୍ଚିତ୍ର ଗୁଡ଼ିକରେ 'ରେଡ୍ ୨' ମଧ୍ୟ ରହିଛି ଯାହାକି ଚଳିତ ବର୍ଷ ରିଲିଜ୍ ହେବାର ଥିଲା । ନଭେମ୍ବର ୨୦୨୪ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବାବେଳେ…

ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ‘ଭୁଲ୍ ଭୁଲେୟା ୩’ ଏବଂ ‘ସିଙ୍ଘମ୍ ଏଗେନ୍’

ମୁମ୍ବାଇ: ବକ୍ସ ଅଫିସରେ ଖୁବଶୀଘ୍ର ମୁହାଁମୁହିଁ ହେବେ ଭୁଲ୍ ଭୁଲେୟା ୩ ଏବଂ ସିଙ୍ଘମ ଏଗେନ୍। ଏହି ଦୁଇ ଫିଲ୍ମ ଦିୱାଲୀରେ ଧମାକା କରିବେ। ହେଲେ ବକ୍ସ ଅଫିସରେ କିଏ ବାଜିମାତ୍ କରିବ ତାହା ଦେଖିବାକୁ ବାକି ରହିଲା। କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସିଙ୍ଘମ ଏଗେନ୍ ର…

ବାଙ୍ଗାଲୋରର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଚିପ ଭାରତକୁ କରାଇବ ଗ୍ଲୋବାଲ ଲିଡର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକମାନେ ଏ ଭଳି ଏକ ଚିପ ପ୍ରସ୍ତୁତ କରିଛନ୍ତି ଯାହା କମ୍ପ୍ୟୁଟିଂ ଓ ଏଆଇ ଦୁନିଆରେ ଝଡ ସୃଷ୍ଟି କରିପାରେ । ବେଙ୍ଗାଲୁର ସ୍ଥିତ ଆଇଆଇଏସସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଚିପ୍ସ ମଲିକ୍ୟୁଲାର ଓ ନ୍ୟାନୋ ଫିଲ୍ମର ଡାଟାକୁ ୧୬…

ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ଧାରାରେ, ସ୍ଵଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତି ଉପରେ ଗୃହ ଓ ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର…

୫ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗିରଫ

ଜୟପୁର: କୋରାପୁଟ ଜୟପୁର ପୋଲିସ ଆଜି ଏକ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏହି ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୫୦ଟି ମୋବାଇଲ୍‌ ଜବତ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ଜଣ ଝାଡଖଣ୍ଡର ହୋଇଥିବା ବେଳେ ବାକି…