Latest Odisha News

BREAKING NEWS

Yearly Archives

2024

ସଚିନଙ୍କ ଏହି ରେକର୍ଡ ଭଙ୍ଗ କରିବାକୁ କୋହଲିଙ୍କୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି । ଏହି ସିରିଜ ୧୯ ଡିସେମ୍ବରରୁ ଆରମ୍ଭ ହେବ । କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୭୦୦୦ ରନ ପୂର୍ଣ୍ଣ କରିବାଠାରୁ ଆଉ ୫୮ ରନ ଦୂରରେ…

ବିଶ୍ୱକପ ୨୦୨୩: ଭାରତୀୟ ଅର୍ଥବ୍ୟବସ୍ଥାରେ ୧୧ ହଜାର ୬୩୭ କୋଟିର ଯୋଗଦାନ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆୟୋଜନ କରିବା ଭାରତକୁ ଫାଇଦାରେ ରଖିଛି । ଆର୍ଥୀକ ରୂପରେ ଏହି ଦିିନକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଆୟୋଜନ ଭାବେ ସାବ୍ୟସ୍ତ ହୋଇଛି । ଏହି ବିଶ୍ୱକପ ଭାରତକୁ ୧୧ ହଜାର ୬୩୭ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଗତ ବର୍ଷ…

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ୩୧ ଶହ ଲୋକ

ବାଲେଶ୍ୱର: କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସ୍ଥାନାନ୍ତର ହେଉଛନ୍ତି ୬ଟି ଗାଁର ୩୧ ଶହ ଲୋକ। ସମସ୍ତଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ଆସନ୍ତାକାଲି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ ପରୀକ୍ଷଣ କରାଯିବ। ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ…

ମହାରାଷ୍ଟ୍ର ଶାସକ ମେଂଟରେ ଆସନ ଭାଗବଂଟା କେଁ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ଦଳ ଆରମ୍ଭ କରିଦେଲେଣି ପ୍ରସ୍ତୁତି। ଶାସକ ମହାୟୁତି ଓ ବିରୋଧୀ ମହା ବିକାଶ ଅଘାଡି ଆସନ ବୁଝାମଣାରେ ବ୍ୟସ୍ତ। ଦୁଇ ମେଂଟର ଅଂଶୀଦାର ଦଳ ମଧ୍ୟରେ ଆସନ…

୨୦୨୪-୨୫ ଆର୍ଥିକ ବର୍ଷରେ କ୍ରୀଡା ବିକାଶ ପାଇଁ ୧,୩୧୫ କୋଟି ଟଙ୍କା ଆବଣ୍ଟନ କଲେ ସରକାର

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ରେ ଓଡିଶା ସରକାର ୧,୩୧୫ କୋଟି ଟଙ୍କା କ୍ରୀଡା ଏବଂ ଯୁବସେବା ପାଇଁ ବ୍ୟୟ କରିବାକୁ ନିର୍ଧାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର କ୍ରୀଡା ବଜେଟ କୁ ବିଗତ ବର୍ଷ ଠାରୁ ୯୮ କୋଟି ଟଙ୍କା ଅଧିକ ବଢାଇଛନ୍ତି, ଯାହା ବିଗତ ବର୍ଷ ୧,୨୧୭ କୋଟି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସେମିରେ ଭାରତ

ନୂଆଦିଲ୍ଲୀ: ମିଡଫିଲ୍ଡର ରାଜକୁମାର ପାଲଙ୍କ ହ୍ୟାଟ୍ରିକ ଗୋଲ ସହାୟତାରେ ଚୀନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ୮-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ଏଥିସହ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ଏକତରଫା ମୁକାବିଲାରେ ରାଜକୁମାର…

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ…

ବରଗଡରେ ସ୍କ୍ରବ ଟାଇଫସ, ଗଲାଣି ୩ ଜୀବନ

ବରଗଡ: ଚଳିତ ସପ୍ତାହରେ ବରଗଡର ଏକ ଘରୋଇ କ୍ଲିନିକରେ ସ୍କ୍ରବ୍ ଟାଇଫସରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସିଡିଏମଓ ନିରୁପମା ଷଡଙ୍ଗୀ। ସେ କହିଛନ୍ତି, ଏହି ମାସରେ ELISA ଟେଷ୍ଟ ଦେଇଥିବା ୨୦ଜଣଙ୍କ ମଧ୍ୟରେ ତିନୋଟି ମାମଲା ଚିହ୍ନଟ ହୋଇଛି।…

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ…

ଏଣିକି ୨୦ କିମି. ଯାଏଁ ଏସବୁ ଗାଡି ପାଇଁ ଟୋଲ୍ ଫ୍ରି

ନୂଆଦିଲ୍ଲୀ: ଯଦି ଆପଣ ପ୍ରତିଦିନ ଆପଣଙ୍କ ଗାଡିରେ ୨୦ କିଲୋମିଟର କିମ୍ବା ତା’ଠାରୁ କମ୍ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ରାଜପଥ ଏବଂ ଏକ୍ସପ୍ରେସୱେରେ କାର ଯୋଗେ ଯାତ୍ରା କରୁଥିବା ଲୋକମାନେ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ଏହି ରାସ୍ତାରେ ଡ୍ରାଇଭରମାନଙ୍କୁ ୨୦…