Latest Odisha News

BREAKING NEWS

Yearly Archives

2024

କଥାରେ କୋଣାର୍କ ମନ୍ଦିର ହୁଏ ନାହିଁ, ସେଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର: ନବୀନ

ଭୁବନେଶ୍ଵର: ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ପ୍ରଶ୍ନ । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ନବୀନ ଲେଖିଛନ୍ତି ଯେ,ଏହା କ'ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ…

ଏ କ’ଣ କହି ପକାଇଲେ ରାହୁଲ ?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧିଙ୍କ ଆଉ ଏକ ବିବାଦୀୟ ବୟାନ । ବିଜେପି ଓ ଆରଏଏସକୁ ଜୋରଦାର ଟାର୍ଗେଟ କଲା ପରେ ଏବେ ଶିଖ୍ ସଂପ୍ରଦାୟ ନେଇ ବିବାଦୀୟ ବୟାନ ଦେଇଛନ୍ତି, ଯାହା କି ବିଜେପିକୁ କ୍ଷୁବ୍ଧ କରିଛି । ଭାରତରେ ଶିଖ୍ ବିରୋଧୀ କାର୍ଯ୍ୟକଳାପ ହେଉଛି ବୋଲି ରାହୁଲ…

ରାଜ୍ୟରେ ଗତ ୨୫ ବର୍ଷରେ କଟା ଯାଇଛି ଏହି ପରିମାଣର ଗଛ..

ଭୁବନେଶ୍ୱର: ଓଡିଶାରେ ୨୫ ବର୍ଷ ମଧ୍ୟରେ କଟାଯାଇଛି ୨୬ ଲକ୍ଷରୁ ଅଧିକ ଗଛ । ମଙ୍ଗଳବାର ବିଧାନସଭାରେ ବିଧାୟକ ପ୍ରସାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ ମନ୍ତ୍ରୀଙ୍କ ସୂଚନାକ୍ରମେ, ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫଆଇଏଚ ସଭାପତି: ହକିର ବିକାଶ ପାଇଁ ଓଡିଶାର ଅବଦାନକୁ କଲେ ପ୍ରଶଂସା

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ଟାୟବ ଇକ୍ରାମ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଆନ୍ତର୍ଜାତୀୟ ହକି ପ୍ରତି ଓଡିଶାର ଅବଦାନକୁ ସେ ପ୍ରଶଂସା କରିଥିଲେ । ଆଗକୁ ମଧ୍ୟ ହକିର ବିକାଶ ଏକତ୍ର କାମ କରିବୁ ବୋଲି ସେ କହିଛନ୍ତି । ଆଗକୁ…

ରାସ୍ତା ମଝିରେ ମା’କୁ ଛାଡି ଛୁଆକୁ ନେଇଗଲେ ମହିଳା, ୨ ଘଣ୍ଟାରେ ଧରିଲା ପୋଲିସ

ଭଦ୍ରକ: ଭଦ୍ରକରେ ଆଜି ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆଧାର କରିବା ସମୟରେ ଦେଖାଦେଇଛି ଅଭାବନୀୟ ଘଟଣା । ଆଧାର ପାଇଁ ଭଦ୍ରକ ମଉଦା ଅଞ୍ଚଳର ମାମିନା ମୁଣ୍ଡା ଆଧାର ପାଇଁ ଆସିଥିଲେ । ଆଧାର କାମ ହୋଇ ପାରିଲା ନାହିଁ । ମାମିୱା ଗର୍ଭବତୀ ଥିବାବେଳେ ହଠାତ୍ ଗର୍ଭ ଯନ୍ତ୍ରଣା ହେବାରୁ ଘରକୁ ଯାଇ…

ପୁଣି ଅଶାନ୍ତ ମଣିପୁର, ୫ଦିନ ଯାଏଁ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: ପୁଣି ଅଶାନ୍ତ ମଣିପୁର । ୫ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ । ସେପ୍ଟେମ୍ବର ୧୫ ଯାଏ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗତବର୍ଷ ମେ’ ୩ରୁ ଆରମ୍ଭ ହୋଇଥିବା ମଣିପୁର ହିଂସା ଥମିବାର ନାଁ ଧରୁନାହିଁ । ଏବେ ବି ଉତ୍ତରପୂର୍ବ…

ଏହି ଫିଲ୍ମରେ ଗେ’ ଭୂମିକାରେ ନଜର ଆସିଥିଲେ କିଙ୍ଗ ଖାନ

ନୂଆଦିଲ୍ଲୀ: କିଙ୍ଗ ଖାନ ଶାହାରୁଖ ଅନେକ ଆକ୍ସନ୍ ଫିଲ୍ମ ଏବଂ ରୋମାଣ୍ଟିକ୍ ଫିଲ୍ମ ଦେଖିଥିବେ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସେ ଏକ ଫିଲ୍ମରେ ଗେ' ଭୂମିକାରେ ନଜର ଆସିଥିଲେ। ସେ ହଲିଉଡର ଏକ ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପ୍ରବେଶ କରିଥିଲେ। ସେ ସମୟର ଏକ ପୁରୁଣା ଭିଡିଓ…

‘ରେଳ ଜିହାଦ’ ଏବେ ନୂଆ ଆତଙ୍କ !

କାନପୁର: ଉତ୍ତର ପ୍ରଦେଶର କାନପୁର ହେଉ ବା ରାଜସ୍ଥାନର ଆଜମେର । ରେଳ ଧାରଣାରେ ମିଳିଛି ଗ୍ୟାସ ସିଲିଣ୍ଡର ଓ ଭାରି ସିମେଂଟ ବ୍ଲକ୍ । ଟ୍ରେନ ଦୁର୍ଘଟଣା ଘଟାଇବା ପାଇଁ ଏହା ଷଡଯନ୍ତ୍ର ନୁହେଁ ତ ? ଗତ ସପ୍ତାହେ ମଧ୍ୟରେ ୪ଟି ଏମିତି ଘଟଣା ସାମନାକୁ ଆସିଛି, ଯେଉଁଥିରୁ କି ଟ୍ରେନ ଦୁର୍ଘଟଣା ପାଇଁ…

ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଫର୍ମ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କାର୍ଯ୍ୟାନୁଷ୍ଠାନ । ଆବେଦନ ଫର୍ମ ବିତରଣ ଓ ଅନଲାଇନ୍‌ ପଞ୍ଜୀକରଣ ପାଇଁ ଦେୟ ସମ୍ପୁର୍ଣ୍ଣ ଭାବରେ ମନା । ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ପ୍ରତି ଫର୍ମ ଅପଲୋଡ୍‌ ପାଇଁ ରାଜ୍ୟ…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଗଞ୍ଜାମ, ଦେବଗଡ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଜି ରାତି ତଥା ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ…