Latest Odisha News

BREAKING NEWS

Yearly Archives

2024

ସାଇବର ଠକେଇର ନୂଆ ପଦ୍ଧତି ଇ-ପ୍ୟାନ କାର୍ଡ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଆୟକର ବିଭାଗ ଦ୍ଵାରା ଜାରି ହୋଇଥିବା ଏହି ଡକ୍ୟୁମେଣ୍ଟ ଅର୍ଥ ସହିତ ଜଡିତ ପ୍ରାୟ ସମସ୍ତ ଯୋଜନାରେ ବ୍ୟବହୃତ ହୁଏ । ସେଥିପାଇଁ ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଇ-ପ୍ୟାନ…

ରାତି ପାହିଲେ ବଦଳିବ କ୍ୟାଲେଣ୍ଡରର ପୃଷ୍ଠା: ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ଵର: ବିଦାୟ ୨୦୨୪। ସ୍ୱାଗତ ୨୦୨୫। ରାତି ପାହିଲେ ନୂଆବର୍ଷ। ନୂଆ ତାରିକାରେ ନୂଆ ଢ଼ଙ୍ଗରେ ନୂଆ ଶୈଳୀରେ ନୂତନ ବର୍ଷକୁ ଆପଣେଇବାକୁ ପ୍ରସ୍ତୁତ ହେଉଛନ୍ତି ଲୋକ। କିଏ ପରିବାର ସହ ପିକନିକ୍ ଯାଉଛି ତ କିଏ ସାଙ୍ଗସାଥୀ ସହ ବଣଭୋଜି ପାଇଁ ବାହାରି ସାରିଛନ୍ତି । ସେହିପରି କିଏ କ୍ଲବ ଓ ପବ୍…

ନୂଆବର୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡାରୁ ଏହି ସବୁ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଓଡ଼ିଶା ବିମାନ ଯୋଗାଯୋଗ ସେବା ସହ ଯୋଡ଼ି ହେବାକୁ ଯାଉଛି ଆହୁରି ନୂଆ ସହର । ଜାନୁଆରୀ ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ସିଧାସଳଖ ବିମାନ ସେବା ଯୋଡି ହେଉଥିବାବେଳେ, ଜାନୁୟାରୀ ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଉ ୫ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।…

ଯୋଗ୍ୟ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯୋଗ୍ୟ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବାକୁ ବୀମା କମ୍ପାନୀ ଗୁଡିକ ସହ ପରାମର୍ଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ । ଏହା ସହ ଏଥିରେ କୌଣସି…

ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ ଜବତ କଲା ଯୋଗାଣ ବିଭାଗ

ଉଦଳା: ଯୋଗାଣ ବିଭାଗର ଅଚାନକ ଚଢାଉ। ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଜାଣି ଅଚାନକ ଚଢ଼ଉ କରିଛି ଯୋଗାଣ ବିଭାଗ। ଚଢାଉ କରିବ ସହ ଗଚ୍ଛିତ ଧାନକୁ ସିଲ୍‌ ମଧ୍ୟ କରିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ। ଏହି ଧାନ ପଶ୍ଚିମବଙ୍ଗ ଚାଲାଣ ପାଇଁ ରଖାଯାଇଥିବା…

ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରଥମ ଇଂରାଜୀ ନୂଆବର୍ଷକୁ ପାଳନ କରିବେନି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି…

ବର୍ଷ ଶେଷରେ ଭାରତ ରଚିଲା ଇତିହାସ, ଇସ୍ରୋକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ : ବର୍ଷ ଶେଷରେ ଭାରତ ରଚିଲା ଇତିହାସ । ଭରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଛି ବଡ଼ ସଫଳତା । ସଫଳ ହୋଇଛି ଇସ୍ରୋର `ସ୍ପେଡେକ୍ସ' ମିଶନ ଲଞ୍ଚିଂ । ସଫଳତାର ସହ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ ହୋଇଥିଲା ବହୁ…

ନିମାପଡା, ଗୋପ ଗସ୍ତ କରି ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା, ଗୋପ ଗସ୍ତ କରିଛନ୍ତି । ଏହି ସମୟରେ ସେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋପ ବ୍ଲକ ଅଧିନସ୍ଥ ଅଣ୍ଢିରା ଇଚ୍ଛାପୁର ପଞ୍ଚାୟତର ବେଣିପୁର, ମାଧଗାଡ଼ିଆ, ଇଚ୍ଛାପୁର, ଆଳିଚର, ବଡ଼ମଠ, ଅଣ୍ଢିରା ଗ୍ରାମ,…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ, ଭାରତ ସହ ଥିଲା ଏମିତି ସମ୍ପର୍କ

ନୂଆଦିଲ୍ଲୀ : ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର୍ । ଶହେ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆମେରିକା ଜର୍ଜିଆ ପ୍ରଦେଶରେ ନିଜ ହୋମ୍ ଟାଉନ୍ ପ୍ଲେନ୍‌ସରେ ତାଙ୍କର ଦେହାନ୍ତ ହୋଇଛି । ଗତବର୍ଷ ଫେବ୍ରୁଆରିରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏହି…

ଉଜୁଡ଼ା ଫସଲ ଦେଖିଲେ ନବୀନ; ତୁରନ୍ତ କ୍ଷତିପୂରଣ ପାଇଁ କଲେ ଦାବି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର…