ଜ୍ୟାକ୍ସ କାଲିସ ହୋଇପାରନ୍ତି କେକେଆର ମେଂଟର
କୋଲକାତା: ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଜ୍ୟାକ୍ସ କାଲିସ ଆଇପିଏଲର ଆଗାମୀ ସଂସ୍କରଣରେ କୋଲକାତା ନାଇଟର୍ସର ମେଂଟର ହୋଇପାରନ୍ତି । ଏକ ବେଙ୍ଗଲ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ହେବା ପରେ ଏବେ ଏହି ସ୍ଥାନ ଖାଲି ପଡିଛି । କାଲିସ…