Latest Odisha News

BREAKING NEWS

Yearly Archives

2024

ବିଦେଶରେ ବର୍ଷିଲେ ରାହୁଲ, ବିଜେପି କହିଲା ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇ ରାହୁଲ ବିଭିନ୍ନ ପ୍ରସଙ୍ଗରେ ରଖିଛନ୍ତି ମତ । ଲୋକସଭା ନିର୍ବାଚନ ଫଳାଫଳ, ଭାରତ ଯୋଡ ଯାତ୍ରା, ଅର୍ଥନୀତି ଏମିତି ଅନେକ ପ୍ରସଙ୍ଗରେ ମତ ରଖିଛନ୍ତି…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି : ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି l ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି l ଆଜି ରାଜ୍ୟରେ ଲଗାଣ ବର୍ଷାର ସ୍ଥିତି ନେଇ ସମୀକ୍ଷା ବୈଠକ ବସିଥିଲା । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବସିଥିଲା ଏହି ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ…

ଅଧା ଓଡିଶାରେ ପ୍ରକୃତି ପ୍ରହାର

ଭୁବନେଶ୍ବର: ଧୋଇ ଅଞ୍ଚଳରେ ମରୁଡି ତ ଶୁଖିଲା ଅଞ୍ଚଳରେ ବନ୍ୟା। ପ୍ରକୃତିର ଅଭିଶାପରେ ଥରହର ହେଲାଣି ଓଡିଶା। କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା, ରାଜ୍ୟରେ ବଢିବାରେ ଲାଗିଛି ପ୍ରାକୃତିକ ବିପର୍ଯ୍ୟୟର ଗ୍ରାଫ। ଓଡିଶାର ୬୦ପ୍ରତିଶତ ଜିଲ୍ଲାରେ ପ୍ରକୃତିର ଚରମ ପ୍ରଭାବ ଦେଖିବାକୁ ମିଳୁଛି।…

ଲଣ୍ଡନରେ ଥାଇ ଭିଡିଓରେ ତଲାକ ଦେଲେ ଏନଆରଆଇ ସ୍ବାମୀ, ଥାନାରେ ସ୍ତ୍ରୀ

ସୁରଟ: ଜଣେ ଏନଆରଆଇ ସ୍ବାମୀ ତାଙ୍କ ପତ୍ନୀଙ୍କୁ ଲଣ୍ଡନରୁ ଭିଡିଓ ମାଧ୍ୟମରେ “ତ୍ରିପଲ ତଲାକ” ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫୈସଲ ପଟେଲ ନଭସାରୀର ବାସିନ୍ଦା ହୋଇଥିଲା ବେଳେ ସେ ନିଜ ପତ୍ନୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଛି। ଆଇପିସି ର ଧାରା…

ଖୁବ୍‌ଶୀଘ୍ର ବଡ଼ ପରଦାରେ ‘ଏମର୍ଜେନ୍ସି’, ମିଳିଲା ୟୁଏ ସାର୍ଟିଫିକେଟ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’। ଏହି ଫିଲ୍ମକୁ ମିଳିଲା ୟୁଏ ସାର୍ଟିଫିକେଟ୍‌। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ୟୁଏ ସାର୍ଟିଫିକେଟ…

ସିଙ୍ଘମ ଏଗେନକୁ ନେଇ ଚିନ୍ତାରେ ନିର୍ମାତା, ଜାଣନ୍ତୁ କାରଣ..

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ' ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ସୁଟିଂ ବହୁତ ଦିନ ପୂର୍ବରୁ ଶେଷ ହୋଇଛି । ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଶେଷ ମୁହୂର୍ତ୍ତରେ କ୍ଲାଇମାକ୍ସରେ ଏକ ବଡ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ କଳାକାରଙ୍କ…

କୋଲକତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ l ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ l କାଲି ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ମଙ୍କିପକ୍ସ ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ l ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି, ସବୁ ପ୍ରବେଶ ପଥକୁ ଆଲର୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l ମଙ୍କିପକ୍ସ ପ୍ରଭାବିତ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କୁ ଆଇସୋଲେଟ ରଖାଯାଉଛି…

ଅଣ-ହିନ୍ଦୁ ଏବଂ ରୋହିଙ୍ଗ୍ୟାଙ୍କ ପ୍ରବେଶ ନିଷେଧ, ଗାଁ-ଗାଁରେ ଲାଗିଲା ପୋଷ୍ଟର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରୁଦ୍ରପ୍ରୟାଗ ଜିଲ୍ଲାର ଅନେକ ଗ୍ରାମରେ ଅଣ-ହିନ୍ଦୁ ଏବଂ ରୋହିଙ୍ଗ୍ୟାଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଲଗାଯାଇଛି ସାଇନ୍ ବୋର୍ଡ। ଏହା ପରେ ବର୍ତ୍ତମାନ ରାଜନୀତି ତୀବ୍ର ହୋଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ କଡ଼ା ଚେତାବନୀ…

ପର୍ନହବରେ ଗଣିତ ଶିକ୍ଷା ଦେଉଛନ୍ତି ଶିକ୍ଷକ, ଆୟ ୨ କୋଟିରୁ ଅଧିକ… 

ତାଇୱାନ: ତାଇୱାନର ଗଣିତ ଶିକ୍ଷକ ଚାଙ୍ଗ ହସୁ। ଯିଏକି ନିଜ ଶିକ୍ଷା ଦାନକୁ ଫେମସ କରିବା ପାଇଁ ଆପଣାଇଛନ୍ତି ଭିନ୍ନ ପ୍ଲାଟଫର୍ମ। ଶିକ୍ଷକ ଚାଙ୍ଗ ଆଡଲ୍ଡ କଣ୍ଟେଣ୍ଟ ପ୍ଲାଟଫର୍ମ PornHub ରେ ଗଣିତ ପାଠ୍ୟର ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ। ପ୍ରାୟ 3 ନିୟୁତ ମିଲିୟନ ଭ୍ୟୁ ଏବଂ…