Latest Odisha News

BREAKING NEWS

Yearly Archives

2024

ଭାରତରେ ପ୍ରବେଶ କଲା କି ମଙ୍କିପକ୍ସ ? ସଙ୍ଗରୋଧରେ ସନ୍ଦିଗ୍ଧ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ। ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖାଯାଇଛି। ସଙ୍ଗରୋଧରେ ଚିକିତ୍ସା ଜାରି ରହିଛି। ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ ଯେ ଏହା ପଜିଟିଭ୍ ନା…

ଅସୁରକ୍ଷିତ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ, ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର: ବିପଦପୂର୍ଣ୍ଣ ଘୋଷଣା ପରେ ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସୂଚନା ଅନୁସାରେ ଦିଲ୍ଲୀ ସ୍ଥିତ…

ଭାରତ-ପାକିସ୍ଥାନ ସୀମାରେ ଏନକାଉଣ୍ଟର; ଯବାନଙ୍କ ଗୁଳିରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ଏହି ଅପରେସନରେ ସେନା ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ସୋମବାର ଜମ୍ମୁ-କଶ୍ମୀରର ରାଜୌରୀ…

ସର୍ପାଘାତରେ ୩ ଭଉଣୀ ମୃତ, ବାପା ଗୁରୁତର

ବୌଦ୍ଧ: ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ, ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨ ଓ ୩…

ଗଭୀର ଅବପାତର ରୂପ ନେଲା ଅବପାତ, ଭୀଷଣ ବର୍ଷା ନେଇ ଆଜି ୫ ଜିଲ୍ଲାକୁ ରେଡ଼୍ ଆଲର୍ଟ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ଅବପାତ । ବଙ୍ଗୋପସାଗରରେ ଗଭୀର ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପୁରୀଠାରୁ ୧୧୦ କିମି ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରରୁ ୧୫୦ ଓ…

ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । ସେହିପରି…

ମମତାଙ୍କ ପ୍ରତି ବୈରାଗ୍ୟ, ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

କୋଲକାତା: ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ…

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପନ୍ତ ଫେରିଲେ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ୧୬ ଜଣିଆ ଦଳରେ ରିଷଭ ପନ୍ତ ଦୀର୍ଘ ଦିନ ପରେ ଟେଷ୍ଟ ଟିମକୁ ଫେରିଛନ୍ତି । ଦୁଲୀପ ଟ୍ରଫିର ପ୍ରଦର୍ଶନକୁ ଭିତି କରି ଏହି ଦଳ ଚୟନ କରାଯାଇଛି । ବାଂଲାଦେଶ…

ସିଏମ କିଷାନ ଓ ସୁଭଦ୍ରା ଯୋଜନା ବିଷୟରେ ଏପରି କହିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଆଜି ନୂଆଁଖାଇ ଅବସରରେ ଓଡିଶାର ଚାଷୀ ମାନଙ୍କୁ ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନାର ଲୋକାର୍ପଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସରେ ଯୋଡି ହୋଇଥିଲେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କଲା ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ଅଭିଯାନ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଶେଷ ହୋଇଯାଇଛି । ଭାରତ ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି । ଟିମ ଇଣ୍ଡିଆ ଓଭରାଲ ୨୯ ପଦକ ହାସଲ କରିଛି । ଏଥିରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସାମିଲ । ଭାରତ ପଦକ ତାଲିକାରେ ୧୮ତମ ସ୍ଥାନରେ ରହି…