Latest Odisha News

BREAKING NEWS

Yearly Archives

2024

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌…

ଭୁବନେଶ୍ୱର: ଗଣେଶ ପୂଜା ବିସର୍ଜନ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମସି । ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି । ଏନେଇ ବିସର୍ଜନ ପାଇଁ ବିଏମସି ତରଫରୁ ସମସ୍ତ ଆୟୋଜନ ହୋଇଛି । ତେବେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର ଦୁଇଟି ସ୍ଥାନ ଚି଼ହ୍ନଟ କରାଯାଇଛି…

ସାତକୋଶିଆ ଜଗିବେ ସ୍ପେଶାଲ ଫୋର୍ସ

ଭୁବନେଶ୍ୱର: ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି। ଓଡ଼ିଶାର ସାତକୋଶିଆ ଟାଇଗର ରିଜର୍ଭରେ ପୁଣି ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା…

ଖାଇବା ଦେବାକୁ ମନା କରିବାରୁ ଚଢାଇ ଦେଲେ ଟ୍ରକ୍

ପୁଣେ: ଖାଇବା ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇ ଦେଲେ ନିଶାସକ୍ତ ଡ୍ରାଇଭର। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…

ଭିନ୍ନ ପ୍ରଭୂ ଗଣେଶଙ୍କ ଏହି ମନ୍ଦିର, ପୂଜା ପାଆନ୍ତି ବିନା ଶୁଣ୍ଢରେ ଗଣେଶ

ଜୟପୁର: ଚାଲିଛି ବିଘ୍ନ ବିନାଶକଙ୍କ ପୂଜା । ଉତ୍ସବମୁଖର ପୁର ପଲ୍ଲୀ । ପିଲାଠୁ ବୁଢା ସଭିଏଁ ବାପ୍ପାଙ୍କ ପୂଜାରେ ନିମଗ୍ନ । ଚାରିଆଡେ ଗଣେଶ ପୂଜାର ଧୁମଧାମରେ ଚାଲିଛି । ଆମ ଦେଶରେ ଗଣେଶଙ୍କର ବହୁତ ମନ୍ଦିର ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ ଏମିତି ମନ୍ଦିର ରହିଛି ଯେଉଁଠି ଗଣପତି ‘ମଣିଷ…

କେମୋଥେରାପିରୁ ପାର୍ଶ୍ୱ ପ୍ରତିକ୍ରିୟା: ଆଉ ଏକ ରୋଗରେ ପୀଡିତ ଅଛନ୍ତି ହିନା ଖାନ

ମୁମ୍ବାଇ: କଥାରେ ଅଛି ବୋଝ ଉପରେ ନଳିତା ବିଡ଼ା। ସ୍ତନ କର୍କଟ ପରେ ଟିଭି ଅଭିନେତ୍ରୀ ହିନା ଖାନଙ୍କୁ ଆଉ ଏକ ନୂଆ ରୋଗ ମାଡି ବସିଛି। ବର୍ତ୍ତମାନ ସେ ଯେଉଁ ଖରାପ ସମୟ ଦେଇ ଗତି କରୁଛନ୍ତି ସେ ସମ୍ପର୍କରେ କହିବା କଷ୍ଟ। ହେଲେ ଏଭଳି ସମୟରେ ତାଙ୍କ ଉପେ ଆଉ ଏକ ଦୁଃଖ ମାଡିଆସିଛି। ହିନା କହିଛନ୍ତି…

୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଗ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ । ୩ ମାସ ମଧ୍ୟରେ ଏହି ପଦବୀ ପୂରଣ ହେବ ପୂରଣ ହେବ । ଏନେଇ କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର । ଜଙ୍ଗଲ ଓ ପରିବେଶ…

ପାକିସ୍ତାନକୁ ଅମିତ ଶାହାଙ୍କ ଚେତାବନୀ: ଶାନ୍ତି ନଆସିବା ପର୍ଯ୍ୟନ୍ତ ହେବ ନାହିଁ କୌଣସି ଆଲୋଚନା

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଉପତ୍ୟକାରେ ଶାନ୍ତି ନଆସିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ଜମ୍ମୁ-କାଶ୍ମୀରରେ ଏକ ନିର୍ବାଚନ ରାଲି ସମୟରେ…

ମୁଁ, ମୋ ପରେ ସୁଜିତ, ଆଗକୁ ଅନେକ ମଧ୍ୟ ଦଳ ଛାଡିପାରନ୍ତି: ମମତା ମହାନ୍ତ

ଭୁବନେଶ୍ଵର: ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତଙ୍କ ପ୍ରତିକ୍ରିୟା । ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ହୁଏତ ସେମାନେ ମଧ୍ୟ ଦଳ ଛାଡି ଆସିପାରନ୍ତି ବୋଲି କହିଛନ୍ତି ସାଂସଦ ମମୟା ମହାନ୍ତ । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ…

ରାତି ପାହିଲେ ନୂଆଖାଇ: ଉତ୍ସବମୁଖର ନୂଆପଡ଼ା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତ ଏକ ସପ୍ତାହ ଧରି ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବୋଡ଼େନ ସିନାପାଲି ଅଞ୍ଚଳରେ ଏହାର ପ୍ରଭାବ ଆହୁରି…

ଜଙ୍ଗଲ ମନ୍ତ୍ରୀଙ୍କ କ୍ୱାର୍ଟରରେ ସାପ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ରେ ଜଙ୍ଗଲ ମନ୍ତ୍ରୀଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନ ଏସିଆ ୨ ରେ ବର୍ତ୍ତମାନ ରିନୋଭେସନ୍ କାମ ଚାଲୁ ଅଛି। ସୂଚନା ଅନୁଯାୟୀ, ଆଜି ସକାଳେକର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ଏନେଇ…