Latest Odisha News

BREAKING NEWS

Yearly Archives

2024

ଗଣେଶ ପୂଜାରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଦର

ଭୁବନେଶ୍ବର: ଗଣେଶ ପୂଜାରେ କମିଲା ସୁନା ଦର । ଗତକାଲି ଆଜି କଟକ ଓ ଭୁବନେଶ୍ୱରରେ ଅପେକ୍ଷା ସୁନାର ଦାମ୍ ସାମାନ୍ୟ କମିଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୮୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬ ହଜାର ୮୦୦…

ମହାକାଶଚାରୀଙ୍କୁ ଛାଡି ପୃଥିବୀ ଫେରିଲା ଷ୍ଟାରଲାଇନର୍

ନୂଆଦିଲ୍ଲୀ: ବୋଇଙ୍ଗର 'ଷ୍ଟାରଲାଇନର୍' ମହାକାଶଯାନ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କ ବିନା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରୁ ଶୁକ୍ରବାର ଦିନ ପୃଥିବୀକୁ ଫେରିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଡ଼ିବାର ଛଅ ଘଣ୍ଟା ପରେ ଷ୍ଟାରଲାଇନର୍ ନ୍ୟୁ ମେକ୍ସିକୋର…

‘ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ’

କଟକ: ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା । ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ । ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି । ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ ।…

ହିନ୍ଦୀ ଶିଖୁଛନ୍ତି ଜ୍ୟାକଲିନ୍, ଲୋକଙ୍କୁ ଆକର୍ଷିତ କରୁଛି ଅଭିନେତ୍ରୀଙ୍କ ଲେଖା ଶୈଳୀ

ମୁମ୍ବାଇ: ଆଜିକାଲି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ହିନ୍ଦୀ ଶିଖୁଛନ୍ତି। ତାଙ୍କର ହିନ୍ଦୀ ଲେଖା ଶୈଳୀ ଲୋକଙ୍କୁ ଆକର୍ଷିତ କରୁଛି। ବଲିଉଡ ସେଲିବ୍ରେଟମାନଙ୍କ ମଧ୍ୟରେ ହିନ୍ଦୀ ପ୍ରତି ଏହି ପ୍ରକାରର ଉତ୍ସାହ ଦେଖି ଲୋକମାନେ ନିଶ୍ଚିତ ଭାବରେ ହିନ୍ଦୀ ପାଇଁ ଅନୁପ୍ରାଣିତ ହେବେ। ଜ୍ୟାକଲିନ୍ ତାଙ୍କ…

ବନ୍ଧୁକ ମୁନରେ ଲୁଟ୍, ନେଇଗଲେ ବହୁ ମୂଲ୍ୟ ସୁନା ଅଳଙ୍କାର

ରାଉରକେଲା: ରାଉରକେଲାରେ ମାତିଛନ୍ତି ଲୁଟେରା । ସହରର ଆମ୍ବେଦକର ଛକରେ ଏକ ଗହଣା ଦୋକାନରୁ ହୋଇଛି ଲୁଟ୍ । ଜଣେ ଦୋକାନୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୫୦ ହଜାର ଟଙ୍କାର ସୁନା ନେଇଗଲେ ଲୁଟେରା । ଖବର ମୁତାବକ, ଜଣେ ସୁନା ଦୋକାନୀ ଦୋକାନ ବନ୍ଦ କରୁଥିବା ବେଳେ ଦୁଇ ଜଣ ଦୁର୍ବୁତ୍ତ ଆସି…

ବିମାନରେ ଅଚଳ ହୋଇଗଲା ଏସି, ଅଚେତ ହୋଇପଡିଲେ ଅନେକ ଯାତ୍ରୀ

ନୂଆଦିଲ୍ଲୀ: ବିମାନରେ ଅଚାନକ ଏସି ଅଚଳ ହୋଇଯିବାରୁ ଯାତ୍ରୀ ମାନଙ୍କୁ ହଟହଟା ହେବାକୁ ପଡିଛି। ଯାହାକୁ ନେଇ ଫ୍ଲାଇଟରେ ହଙ୍ଗାମା ହୋଇଥିଲା। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଭିତରେ ଅଚାନକ ବନ୍ଦ ହୋଇଯାଇଥିଲା ଏସି। ଫଳରେ…

ଇନ୍ଦୋର-ଜବଲପୁର ଏକ୍ସପ୍ରେସ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଜାରି

ଜବଲପୁର: ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହେଲା ସୋମନାଥ ଏକ୍ସପ୍ରେସ। ଇନ୍ଦୋରରୁ ଜବଲପୁର ଯାଉଥିବା ସୋମନାଥ ଏକ୍ସପ୍ରେସ ର ୨ ବଗି ଲାଇନଚ୍ୟୁତ ହୋଇଛି। ଜବଲପୁର ଷ୍ଟେସନରେ ପ୍ଲାଟର୍ଫମ ନମ୍ବର ୬କୁ ଯାଉଥିବା ବେଳେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା…

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ

ଭୁବନେଶ୍ୱର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି। ତାଙ୍କର ଅମାପ…

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ

ଭୁବନେଶ୍ବର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ । ଭୁବନେଶ୍ବର ଗାନ୍ଧୀମାର୍ଗରୁ ଗଡିଲା ଶୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁରକ୍ଷା କଡ଼ାକଡ଼ି ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଏହା ପୂର୍ବରୁ ସମ୍ବଲପୁରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ ଧନକଉଡ଼ା ଛକ ନିକଟରୁ ଫ୍ଲାଗମାର୍ଚ୍ଚ ଆରମ୍ଭ…