Latest Odisha News

BREAKING NEWS

Yearly Archives

2024

ଆସନ୍ତା ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ

ଭୁବନେଶ୍ବର: ଆସନ୍ତା ୯ ତାରିଖ ସୋମବାର ଦିନ ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ । ଏହି ଦିନ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ବନ୍ଦ ରହିବ । ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ହୋଇଥିବାରୁ ଏହି ପର୍ବକୁ…

ପୁଣି ଅଶାନ୍ତ ମଣିପୁର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ରକେଟ୍ ମାଡ଼, ଜଣେ ମୃତ

ଇମ୍ଫାଲ: ମଣିପୁରରେ ପୁଣି ହିଂସା। କୁକି ଉଗ୍ରବାଦୀ ମାନେ ପୁଣି ସକ୍ରିୟ ହୋଇଛନ୍ତି। ଭୟଙ୍କର ହେବାରେ ଲାଗିଛି ସ୍ଥିତି। ସାମାନ୍ୟ ନିରବତା ପରେ ପୁଣି ଥରେ ହିଂସା ଉଗ୍ର ହୋଇଛି । ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି। କିଛି ଦିନ ପୂର୍ବେ ସାଧାରଣ ବସତି ଉପରେ ଡ୍ରୋନ୍ ବୋମା ମାଡ ହୋଇଥିଲା। ଏବେ…

ବାଇକ ଧକ୍କାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ନୟାଗଡ: ବାଇକ ଧକ୍କାରେ ଆଖି ବୁଜିଲେ ଦୁଇ ଯୁବକ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ଏତେ ଭୟଙ୍କର ଦୁର୍ଘଟଣା ଥିଲା ଯେ, ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ…

ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଅନୁମତି

ସିମଲା: ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ଆଇନଗତ ଅନୁମତି ମିଳିବାକୁ ଯାଉଛି। ଏ ସଂକ୍ରାନ୍ତରେ ଏକ ବିଲ୍ ବିଧାନସଭାରେ ଗୃହୀତ ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଔଷଧ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷ କରାଯିବା ଲାଗି କମିଟି…

ଫୁଡ୍ ଷ୍ଟଲରେ ସିଏମସିର ଚଢ଼ାଉ

କଟକ: କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢାଉ କରିଛି ସିଏମସି। ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲକୁ ଯାଇ ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି…

ବାଲୁକା କଳାରେ ପ୍ରଭୁ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଗଣେଶ ଚତୁର୍ଥୀ। ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ। ଧୁମଧାମ୍‌ରେ ଚାଲିଛି ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ…

ଫିକା ପଡ଼ିବ ଗଣେଶ ପୂଜା: ୪ ଦିନ ଯାଏ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଫିକା ପଡିବ ଗଣେଶ ପୂଜା। ରାଜ୍ୟରେ ଗଣେଶ ପୂଜାକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବା ବେଳେ ବର୍ଷା ପାଇଁ ଫିକା ପଡିପାରେ ଗଣେଶ ପୂଜା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ସୃଷ୍ଟ ଲଘୁଚାପ ଯୋଗୁଁ ଆଜିଠୁ ପ୍ରବଳ ବର୍ଷା। ଆଜିଠୁ ୪ ଦିନ ଯାଏଁ ବିଭିନ୍ନ…

ଆଜି ଗଣେଷ ଚତୁର୍ଥୀ: ଧରାବତରଣ କରିବେ ବିଘ୍ନବିନାଶକ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଷ ଚତୁର୍ଥୀ ରୂପେ ପାଳନ କରାଯାଏ । ଏହି ଦିନରେ ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର । ସମସ୍ତଙ୍କ…

ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ

ନୂଆଦିଲ୍ଲୀ: ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-୪(୦.୯)ର ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷଣ କରାଯାଇଛି । ଆଇସିବିଏମ ଗ୍ରୁପର ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୪ ହଜାର କିମି ରହିଛି । ତେବେ ପାରମାଣବିକ…

ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ: ଟ୍ରାକ ଇଭେଂଟରେ ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଞ୍ଜାବର ଅମ୍ରିତସରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ଟ୍ରାକ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉତରାଂଚଳ ଟ୍ରାକ ଇଭେଂଟର ୫୦୦ ମିଟର ବ୍ୟକ୍ତିଗତ ଇଭେଂଟରେ ସେ ୪୦.୦୯୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ…