Latest Odisha News
Yearly Archives

2024

ୟୁପିର ଗଧିଆ ଗଡ : ନା ଧରିପାରୁଛନ୍ତି ନା ମାରିପାରୁଛନ୍ତି 

ବାହରାଇଚ: ୟୁପିର ବାହରାଇଚ ଜିଲ୍ଲାରେ ଜାରି ରହିଛି ଗଧିଆ ଆତଙ୍କ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ନାକେଦମ କରିଦେଲେଣି ଗଧିଆ । ବାହରାଇଚ ଜିଲ୍ଲା ମହସୀ ସବଡିଭିଜନରେ ଗଧିଆଙ୍କ ଭୟରେ ଲୋକଙ୍କ ନିଦ ହଜିଗଲାଣି । ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଗଧିଆଙ୍କ ଆକ୍ରମଣରେ ୧୦ ଜଣଙ୍କ ଜୀବନ…

ରାଜନୀତିର ଆଖଡାରେ ଭିନେଶ, ବଜରଙ୍ଗ : ହାତ ଧରୁ ଧରୁ ବିଜେପିକୁ ଟାର୍ଗେଟ  

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପୂର୍ବରୁ ରାଜନୈତିକ ମଇଦାନକୁ ପ୍ରବେଶ କରିଛନ୍ତି ଦୁଇ ତାରକା ରେସଲର । କଂଗ୍ରେସର ହାତ ଧରିଛନ୍ତି ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ । ଦୁଇ ରେସଲର ଦୁଇ ଦିନ ତଳେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କଂଗ୍ରେସରେ ଯୋଗ ଦେବା ନିଶ୍ଚିତ ହୋଇଥିଲା । ଗତବର୍ଷ ବିଜେପି…

ଯଖପୁରା-ନିର୍ଗୁଣ୍ଡି ଓ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନରେ ଖୁବଶୀଘ୍ର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ…

ଭୁବନେଶ୍ୱର: ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି। ଏହି ଆଧୁନିକୀକରଣର ଏକ ଅଂଶ ଭାବରେ ପୂର୍ବତଟ ରେଳପଥର ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନ ସମେତ ପ୍ରମୁଖ…

ଦୁଲୀପ ଟ୍ରଫିରେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୂଶୀର ଖାଁ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ମୂଶୀର ଖାଁ ପ୍ରଭାବିତ ପ୍ରଦର୍ଶନ କରିବା ପରେ ଏବେ ଦୁଲୀପ ଟ୍ରଫି ପଦାର୍ପଣରେ କମାଲ କରୁଛନ୍ତି । ସେ ଦୁଲୀପ ଟ୍ରଫି ପଦାର୍ପଣ ମ୍ୟାଚରେ କମ ବୟସରେ ସର୍ବାଧିକ ରନ ସଂଗ୍ରହ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷ ତଳର ରେକର୍ଡ…

ପାରା ଅଲିମ୍ପିକ୍ସ: ହାଇଜମ୍ପରେ ସ୍ୱର୍ଣ୍ଣ ଜିତିଲେ ପ୍ରବୀଣ କୁମାର

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଶୁକ୍ରବାର ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଟି୬୪ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ୨.୦୮ ମିଟର ଦୂରତାକୁ ଜମ୍ପ କରି ସେ ନୂତନ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି । ଚଳିତ ସଂସ୍କରଣରେ ଭାରତର ଏହା ଷଷ୍ଠ…

ମମତାଙ୍କ ପରେ ସୁଜିତ୍ ଝଟକା

ଭୁବନେଶ୍ବର: ବିଜେଡିରୁ ଖସୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ । ମମତା ମହନ୍ତଙ୍କ ପରେ ସୁଜିତ କୁମାର । ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ, ବିଜେପିରେ ମିଶିଲେ । ସୁଜିତଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମମତା ମହନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ…

ଅଯଥା ଭିଡ଼ କରନ୍ତୁ ନାହିଁ କି ନିଜେ ହଇରାଣ ହୁଅନ୍ତୁ ନାହିଁ: ପ୍ରଭାତୀ ପରିଡା

ଭୁବନେଶ୍ୱର: ରାଜ୍ୟରେ ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପରଠାରୁ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ ସେବା ସଂସ୍ଥାଗୁଡିକ ସମୟ ନେଉଛନ୍ତି।…

କଂଗ୍ରେସରେ ମିଶିଲେ ଭିନେଶ ଓ ବଜରଙ୍ଗ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଅଲମ୍ପିଆନ୍ ରେସଲର ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଭିନେଶ ଫୋଗଟ ଭାରତୀୟ ରେଳବାଇରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦୁଇ…

ନବୋଦୟ ସ୍କୁଲରେ ରାଗିଂ ଘଟଣା: ସ୍କୁଲରୁ ବିଦା ହେଲେ ୭ ସିନିୟର୍ ଛାତ୍ର

ନୂଆପଡ଼ା: ନବୋଦୟ ସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ l ହଷ୍ଟେଲରେ ୨୨ ଜଣ ଛାତ୍ରଙ୍କୁ ସିନିୟର୍ ମାଡ଼ ମାରିବା ଘଟଣାରେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ରଙ୍କୁ ସ୍କୁଲରୁ ବିଦା କଲେ ପ୍ରିନ୍ସିପାଲ୍‌ l ଦଶମ ଶ୍ରେଣୀର ୨୨ ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦ୍ୱାଦଶ ଶ୍ରେଣୀର ୭ ଛାତ୍ର l ସୂଚନା…

ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

କଟକ: ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକ ମୃତ। କଟକର ନରଣପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କଟକର ନରଣପୁର ଗ୍ରାମରେ ଏକ ନିର୍ମାଣାଧିନ ବିଲ୍ଡିଂର ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାମ ଚାଲିଥିଲା।ଶୁକ୍ରବାର ତିନି ଜଣ ଶ୍ରମିକ ସେହି…