ଦଳରୁ ବହିଷ୍କାର ହେଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର
ଭୁବନେଶ୍ୱର: ଦଳରୁ ବହିଷ୍କାର ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସଭାପତି ନବୀନ ପଟ୍ଟନାୟକ।
ଏନେଇ ବିଜେଡି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଯେଉଁଥିରେ ଲେଖାଯାଇଛି, "ଦଳ ବିରୋଧୀ ନୀତି ପାଇଁ ସାଂସଦ…