କାହିଁକି ବିନା ସିଏମ୍ ଚେହେରାରେ ଲଢିବ ବିଜେପି ?
ନୂଆଦିଲ୍ଲୀ: ରଣନୀତି ନା ବାଧ୍ୟବାଧକତା ? କାହିଁକି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି ? 2014ରୁ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି। ଦେଶର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତା କବଜା କରିଛି। ହେଲେ ଦିଲ୍ଲୀ ଦୁର୍ଗ ଭେଦିବାରେ ଅସଫଳ ରହିଛି ଦଳ। ଦିଲ୍ଲୀ ଦଖଲ…