Latest Odisha News

BREAKING NEWS

Yearly Archives

2024

କର୍ମଚାରୀଙ୍କ ଆର୍ଥିକ ସୁରକ୍ଷା ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ଓ ଏସବିଆଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ବର: ରେଳ କର୍ମଚାରୀମାନଙ୍କ ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ଏନେଇ ପୂର୍ବତଟ ରେଳପଥ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା…

ଘାଟିରୁ ଖସିଲା ସେନା ଗାଡ଼ି, ୪ ସୈନ୍ୟ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା । ୭୦୦ ରୁ ୮୦୦ ଫୁଟ ଗଭୀର ଘାଇକୁ ଖସିଲା ସେନା ଗାଡି । ୪ ଯବାନ ସହିଦ । ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା।…

‘ୱାକଫ ବିଲ କୁ ବିଜେଡି ବିରୋଧ କରିବ’

ଭୁବନେଶ୍ୱର: ଏ ଦେଶ ଆମର ଏ ମାଟି ଆମର ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ…

‘ଆସନ୍ତା ୩ ସପ୍ତାହରେ ୧୬,୦୧୦ ଶିକ୍ଷକଙ୍କୁ ନିଯୁକ୍ତି’

ଭୁବନେଶ୍ବର: ଶିକ୍ଷକଙ୍କ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଆଗାମୀ ୩ ସପ୍ତାହ ଭିତରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏନେଇ ଆଜି ଗୁରୁ ଦିବସରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ…

‘ସ୍କୁଲରେ କିଛି କାମରେ ଆସିନି ଫାଇଭ ଟି ବ୍ୟବସ୍ଥା- ମୁଖ୍ୟମନ୍ତ୍ରୀ ମୋହନ ମାଝୀ’

ଭୁବନେଶ୍ଵର: ରାଜ୍ୟରେ ସ୍କୁଲମାନଙ୍କୁ କିଛି ବି ସୁଫଳ ଦେଇନି ପୂର୍ବ ସରକାରଙ୍କର ଫାଇଭ୍ ଟି ବ୍ୟବସ୍ଥା। ଆଜି ଗୁରୁଦିବସ ଅବସରରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଫାଇଭ୍ ଟି ବ୍ୟବସ୍ଥା ରାଜ୍ୟରେ…

କାହିଁକି ଶ୍ରେଷ୍ଠ ଗୁରୁ ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ: ଜାଣନ୍ତୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ…

ଭୁବନେଶ୍ୱର: ଆଜି ପବିତ୍ର ଗୁରୁ ଦିବସ ପାଳୁଛି ପୁରା ଦେଶ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଏ। ତେବେ କଣ ଆପଣ ଜାଣନ୍ତି କାହିଁକି ସେ ଶ୍ରେଷ୍ଠ ଗୁରୁ ଭାବେ ପରିଚିତ? କାହିଁକି ତାଙ୍କ…

୮ ତାରିଖରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେବ କିଶାନ ଯୋଜନା

ଭୁବନେଶ୍ଵର: ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୁଭାରମ୍ଭ କରିବେ କିଶାନ ଯୋଜନା। ଏଥିପାଇଁ ଆସନ୍ତା ୮ ତାରିଖରେ ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ । ସେହିଦିନ ସିଏମ୍ କିଶାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହାପରେ ମାଆ ସମଲେଇଙ୍କ ଦର୍ଶନ କରି ୯ ତାରିଖରେ…

ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା; ୨୦୨୩ରେ ଯାଇଛି ଏତିକି ଜୀବନ

ଭୁବନେଶ୍ବର: ପ୍ରତିବର୍ଷ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୩ରେ ରାଜ୍ୟରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ସଡ଼କ ଦୁର୍ଘଟଣାରେ ମୋଟ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଥିବାବେଳେ, ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି । ଆଜି…

ଧରାବତରଣ କରିବେ ବିଘ୍ନ ବିନାଶକ, ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ

ନବରଙ୍ଗପୁର: ଆଉ ଦିନକପରେ ଦୁଲୁକିବ ପୂଜା ମଣ୍ଡପ। ଧରାବତରଣ କରିବେ ବିଘ୍ନ ବିନାଶକ । ସବୁବର୍ଷ ପରି ଏଥର ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୂଜାପାଇଁ ନବରଙ୍ଗପୁର ସହର ହୋଇଉଠିଛି ଚଳଚଞ୍ଚଳ l ନବରଙ୍ଗପୁରର ବିଭିନ୍ନ ଶିକ୍ଷାନୁଷ୍ଠାନ,ପୂଜାମଣ୍ଡପ ସହ ବିଭିନ୍ନ ସ୍ଥାନରେ ପୂଜାପାଇବେ ଗଜାନନ…

ବିଧାନସଭାରେ ‘ରେଭେନ୍ସା’ ଝଡ଼

ଭୁବନେଶ୍ବର: ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ। ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ତାତିରେ ଗୃହ ସରଗରମ। ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ୧୫୬ବର୍ଷର ଶିକ୍ଷାନୁଷ୍ଠାନ…