Latest Odisha News

BREAKING NEWS

Yearly Archives

2024

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା । ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ଏହାର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ପ୍ରଥମ…

ଇଏ କ’ଣ କହୁଛନ୍ତି ଅଭୟାଙ୍କ ବାପା ମା’, ସତରେ କ’ଣ ପୋଲିସ୍…..

କୋଲକାତା: ପୁଣି ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ଚମକାଇଦେଲା ଭଳି ଖବର। ଅଭୟାଙ୍କ ବାପା ମାଆ ଆଣିଲେ ସଙ୍ଗୀନ ଅଭିଯୋଗ। ପୋଲିସ କାଳେ ଚୁପ୍ ରହିବାକୁ ଯାଚୁଥିଲା ଟଙ୍କା...... କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟାକୁ ଦିନ ଯେତିକି ଗଡି ଗଡି ଯାଉଛି ରହସ୍ୟର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ। ଚାକିରି ଦେବା ଓ ବଦଳି କରାଇବାକୁ କହି କୋଟି କୋଟି ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ ଜଣଙ୍କ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ବାନ୍ଧିଲା…

ଗଣେଶ ପୂଜା ଚାନ୍ଦା ନଦେବାରୁ ଜାଳିଦେଲେ ୨ଟି ବାଇକ୍

ସମ୍ବଲପୁର: ଗଣେଶ ପୂଜା ଚାନ୍ଦା ନଦେବାରୁ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ପୂଜା ଚାନ୍ଦା ନଦେବାରୁ ୨ଟି ବାଇକ ଦୁର୍ବୃତ୍ତ ଜାଳିଦେଇଥିବା ସୂଚନା ରହିଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି…

ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା…

କଟକ: କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ l ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ ଚିଠି ଲେଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ…

ବାର୍ଡ ଫ୍ଲୁ ପ୍ରସଙ୍ଗ: ରିର୍ପୋଟ ଦେଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ ଏବେ ବାର୍ଡ ଫ୍ଲୁର ବ୍ୟାପିବାରେ ଲାଗିଛି । ଏହା ଭିତରେ ଦୁଇ ଦିନିଆ ଗସ୍ତରେ କେନ୍ଦ୍ରୀୟ ଟିମ୍ ଆସି ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ତେବେ ବ୍ୟାପୁଥିବା ବାର୍ଡ ଫ୍ଲୁର କାରଣ କୁକୁଡା ନ ହୋଇପାରେ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛି କେନ୍ଦ୍ରୀୟ…

ସିଙ୍ଗାପୁରରେ ଓଡ଼ିଶାର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଶିକ୍ଷାନବୀଶଙ୍କୁ ଭେଟିଲେ ମୋଦି

ଭୁବନେଶ୍ୱର: ଓଡ଼ିଶାର ୱାର୍ଲ୍ଡ ସ୍କିଲ୍ ସେଣ୍ଟର (World Skill Center) ଶିକ୍ଷାନବୀଶ ମାନଙ୍କୁ ସିଙ୍ଗାପୁରରେ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ସମ୍ପର୍କରେ ସୋସିଆଲି ମିଡିଆରେ ପୋଷ୍ଟ କରି ମୋଦି ଖୁସି ପ୍ରକାଶ କରିଛନ୍ତି । ଏହି ଛାତ୍ରମାନେ ସିଙ୍ଗାପୁରରେ ଅନୁଷ୍ଠିତ CII-…

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଆଗୁଆ: ୫ ବର୍ଷରେ ଗଲାଣି ହଜାରରୁ ଅଧିକ ଜୀବନ

ଭୁବନେଶ୍ୱର: ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଆଗରେ। ଉତ୍ତରପ୍ରଦେଶ ଭଳି ରାଜ୍ୟକୁ ବି ପଛରେ ପକାଇଛି ଓଡ଼ିଶା। ଆଜି ଗୃହରେ ଏମିତି ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି।…

ଚଳନ୍ତା ବସରେ ଜନ୍ମ ହେଲା ଶିଶୁ କନ୍ୟା

ଗୁଣୁପୁର: ଗୁଣୁପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସରେ ଗୋଟିଏ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ଜଣାପଡିଛି ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମାନବିକତା ଦୃଷ୍ଟି କୋଣରୁ ବସ ରେ ଥିବା କର୍ମଚାରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।…

ବିଧାନସଭାରେ ରେଭେନ୍ସା ଝଡ: ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ…