Latest Odisha News

BREAKING NEWS

Yearly Archives

2024

ରାଜ୍ୟରେ ତିଆରି ହେବ ୧୨ଶହରୁ ଅଧିକ ଚେକ୍ ଡ୍ୟାମ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ୧୨ ଶହରୁ ଅଧିକ ଚେକ୍ ଡ୍ୟାମ୍। ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ। ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୨-୨୫ ଭିତରେ ୧୨୮୦ ଚେକ୍‌ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି। ୨୦୨୫ ସୁଦ୍ଧା ୫୮୫ ଚେକ୍‌…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା: ଏଣିକି ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳବ ୫ ହଜାର ଟଙ୍କା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ପ୍ରଦାନ କରିବେ। ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନୂଆ…

ଆନ୍ତର୍ଜାତୀୟ ଟି୨୦: ୧୦ ରନରେ ଅଲଆଉଟ ହୋଇଗଲା ମଙ୍ଗୋଲିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ମଙ୍ଗୋଲିଆ ଟିମ ୧୦ ରନରେ ଅଲଆଉଟ ହୋଇ ସର୍ବନିମ୍ନ ଦଳଗତ ସ୍କୋରର ଅଲୋଡା ରେକର୍ଡ କରିଛି । ଗତ ବର୍ଷ ଆଇଲ ଅଫ ମ୍ୟାନ ମଧ୍ୟ ୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ଟି୨୦ ବିଶ୍ୱକପ ଏସିଆନ କ୍ୱାଲିଫାୟର ମ୍ୟାଚରେ ସିଙ୍ଗାପୁର ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ।…

ପାରା ଅଲିମ୍ପିକ୍ସ: ଇତିହାସ ରଚିଲେ ଧର୍ମବୀର

ପ୍ୟାରିସ:ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ରେକର୍ଡ ପ୍ରଦର୍ଶନ ଜାରୀ ରଖିଛି । ପୁରୁଷ କ୍ଲବ ଥ୍ରୋ(ଏଫ୫୧)ରେ ଧର୍ମବୀର ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ତାଙ୍କ ୪ର୍ଥ ଉଦ୍ୟମରେ ୩୪.୯୨ ମିଟରକୁ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ପ୍ରଣବ ସୂରମା ଦ୍ୱିତୀୟ ସ୍ଥାନରେ…

ନିଯୁକ୍ତି ଦୌଡରେ ଆଶାୟୀଙ୍କ ମୃତ୍ୟୁ ପାଇଁ କୋଭିଡ ଟିକା ଦାୟୀ: ହେମନ୍ତ ସୋରେନ

ରାଞ୍ଚି: ରାଜ୍ୟରେ ଅବକାରୀ କନଷ୍ଟେବଳ ନିଯୁକ୍ତି ଦୌଡରେ ଶାରୀରିକ ପରୀକ୍ଷା ଦେବା ବେଳେ ୧୨ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ମୃତ୍ୟୁ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପରିଚାଳିତ 'ତ୍ରୁଟିପୂର୍ଣ୍ଣ କୋଭିଡ-୧୯' ଟିକା ଦାୟୀ ବୋଲି କହିଛନ୍ତି ଝାଡଖଣ୍ଡର…

ନାଳରୁ ଉଦ୍ଧାର ହେଲା ନିଖୋଜ ଛାତ୍ରଙ୍କ ମୃତଦେହ, ପ୍ରେମ ବ୍ୟାପାରକୁ ନେଇ ହତ୍ୟା ଅଭିଯୋଗ

ଯାଜପୁର: ୨ଦିନ ତଳେ ନିଖୋଜ ଥିଲେ ଯୁକ୍ତ ଦୁଇ ଛାତ୍ର। ଆଜି ସକାଳେ ନାଳରୁ ମିଳିଲା ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ତାଙ୍କ ବୟସ…

ମହାକାଶରେ ଶରୀର ଉପରେ କେଉଁ ପ୍ରଭାବ ପଡ଼େ, କେଶ ଓ ନଖକୁ ନେଇ ରାଜ୍ ଖୋଲିଲେ ସୁନୀତା ୱିଲିୟମ୍ସ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଏକ ସପ୍ତାହ ପାଇଁ ମହାକାଶ ଯାତ୍ରା କରିଥିଲେ, କିନ୍ତୁ ଷ୍ଟାରଲାଇନର୍ ମହାକାଶଯାନରେ ବୈଷୟିକ ସମସ୍ୟା ଯୋଗୁଁ ସେମାନେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ରେ ମହାକାଶରୁ ପୃଥିବୀପୃଷ୍ଟକୁ ଫେରିବେ ବୋଲି ଆଶା କରାଯାଉଛି। ଏହି ସମୟରେ…

ତେଲେଙ୍ଗାନାରେ ନିହତ ହେଲେ ୬ ମାଓବାଦୀ

ହାଇଦ୍ରାବାଦ: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ୬ ମାଓବାଦୀଙ୍କୁ ମାରି ଗଡାଇଲେ। ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏନ୍‌କାଉଣ୍ଟରରେ ୬ ମାଓ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ…

ପୁଣି ଆସୁଛି ବଡ଼ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣିଂ

ଭୁବନେଶ୍ୱର: ପୁଣି ଆସୁଛି ବଡ଼ ବର୍ଷା। ଏଥର ଭିଜିପାରେ ଗଣେଶ ପୂଜା। ଆଜି ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂ ଲଗ୍ନ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ଓ ବଙ୍ଗୋପସାଗରରେ ଲଘୁଚାପ…

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗ: ବନ୍ଧାହେଲେ କାରିଗର

ମୁମ୍ବାଇ: ଶିବାଜୀ ମହାରାଜଙ୍କ ମୂର୍ତ୍ତି ଭୁଶୁଡିବା ପ୍ରସଙ୍ଗରେ ବନ୍ଧାହେଲେ କାରିଗର। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ଗିରଫ ହୋଇଥିଲା ବେଳେ ଶିବାଜୀଙ୍କ ମୂର୍ତ୍ତି କାରିଗର ଜୟଦୀପ ଆପଟାଙ୍କୁ ଖୋଜୁଥିଲା ପୋଲିସ। ଘଟଣାର ପାଖାପାଖି ୧୦ ଦିନ ପରେ ବୁଧବାର ରାତିରେ ତାଙ୍କୁ ଗିରଫ କରିଛି…