ଏଣିକି ବାଇକ୍ କିଣିଲେ ଶସ୍ତାରେ ମିଳିବ ହେଲମେଟ୍
ନୂଆଦିଲ୍ଲୀ: ଆପଣ ବାଇକ୍ କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ବର୍ତ୍ତମାନ ସମସ୍ତ ପ୍ରକାର ବାଇକ୍ କ୍ରୟକାରୀଙ୍କ ପାଇଁ ଶସ୍ତା ହେଲମେଟ ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦୁଇ ଚକିଆ ଯାନ ନିର୍ମାତାଙ୍କୁ…